Ipsita Akasha

Author:   Soubhagini Parida
Publisher:   Black Eagle Books
ISBN:  

9781645605126


Pages:   326
Publication Date:   21 April 2024
Format:   Paperback
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Ipsita Akasha


Add your own review!

Overview

ମାଟି ମୋର ଚିରକାଳପ୍ରିୟ । ଏଇ ଧୂଳି ମାଟିର ଧରଣୀରେ ବାରମ୍ବାର ଜନ୍ମ ନେଇ ଏକ ସାର୍ଥକଜୀବନ ଜୀଇଁବା ହିଁ ମୋ ପାଇଁ ମୋକ୍ଷର ପରିଭାଷା । କିନ୍ତୁ ଆକାଶ ମୋର ଚିର ଈପ୍]ସିତ । ମୁଁ ମାପି ପାରିନାହିଁ ତା'ର ବିସ୍ତୃତି, ନିର୍ଦ୍ଧାରିତ କରିପାରି ନାହିଁ ତା'ର ପରିସୀମା, ମୁଁ ଜାଣି ନାହିଁ କେତେ ଶୂନ୍ୟ ଯୋଗରେ ସେ ମହାଶୂନ୍ୟ । କିନ୍ତୁ ଆକାଶ ଶୂନ୍ୟ ହେଲେ ମଧ୍ୟ ଅସ୍ତିତ୍ୱବାଦର ପ୍ରତୀକ । ସ୍ୱପ୍ନର ଶେଷ ସୀମା । ତା' ଆଗକୁ କିଛି ନାହିଁ, କଳ୍ପନାରେ ସୁଦ୍ଧା । ତେଣୁ ଯେବେଯେବେ ମୋତେ ଗପ ଲାଗେ ମୁଁ ଆକାଶୀମାୟାରେ ମଗ୍ନହୁଏ । ଜହ୍ନରାତି ପରି ବିଞ୍�ଚ ହୋଇପଡ଼େ ନିଜ ଭିତରେ । ଜୀବନର ମହକ ଆଘ୍ରାଣ କରିନିଏ । ଅନୁଭବର ନୀଳନିବିଡ଼ତାରେ ଉଚ୍ଛନ୍ନ ହୁଏ । ଯୋଗିନୀ ସାଜେ । ମନ୍ତ୍ରାବିଷ୍ଟ ହୁଏ । ଲେଖନୀ ଧରେ । ମୋ ବ୍ୟକ୍ତିଗତ ଖାଲିପଣ, ଦୁଃଖ ଓ ଅସହାୟତାକୁ ପାଲଟି ପକାଇ ସାର୍ବଜନୀନତାର ଶାଢ଼ି ପିନ୍ଧେ । ମନ୍ତୁରା ଶବ୍ଦମାନଙ୍କୁ ଗଢ଼େ ଭାଙ୍ଗେ । ସେଗୁଡ଼ିକୁ ଜାଳୁଥାଏ ବାରମ୍ବାର ଉଜ୍ଜ୍ୱଳ ହେବା ନିମନ୍ତେ । ଯେତେ ଜାଳୁଥାଏ, ମୁଁ ଭିତରେ ଭିତରେ ସେତେ ଜଳୁଥାଏ ନିଜସ୍ୱ ଦୁଃଖ ନୁହେଁ, ଚାରିପାଖ ମଣିଷଙ୍କ ଦୁଃଖ ସହ ଯୁଝେ, ପ୍ରେମରେ ଭିଜେ । ସେଇଥିରେ ବତୁରିଯିବାରେ ଓ ଅଙ୍କୁରି ଉଠିବାରେ ତ ମୋ ଲେଖିକା ପଣ । ବାସ୍], ଆଉ କିଛି ନୁହେଁ । ସାରା, ସୂର୍ଯ୍ୟାଂଶ, ରୋହିତ ଓ ପିଟରକୁ ପ୍ରିୟ ପାଠକମାନଙ୍କୁ ଉତ୍ସର୍ଗ କରୁଛି । ଆଶା ସେମାନେ ଚରିତ୍ରଗୁଡ଼ିକୁ ବୁଝିବେ, ହୃଦୟ ଦେଇ ।

Full Product Details

Author:   Soubhagini Parida
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.90cm , Length: 21.60cm
Weight:   0.413kg
ISBN:  

9781645605126


ISBN 10:   1645605124
Pages:   326
Publication Date:   21 April 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   In stock   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଜୀବନର ବହୁ ଅନୁଭୂତିକୁ ଛୋଟ ଛୋଟ ଗଳ୍ପର କାନ୍]ଭାସ୍ ମଧ୍ୟରେ ତୋଳି ଧରିବାର ପ୍ରୟାସ କରନ୍ତି ଲେଖିକା ସୌଭାଗିନୀ ପରିଡ଼ା । ତାଙ୍କ ସୃଷ୍ଟିର ସଂଖ୍ୟା ସୀମିତ ଅଥଚ ବହୁବର୍ଣ୍ଣା । 'ଅମିତ୍ରାକ୍ଷର', 'ଅଥର୍ବ ଈଶ୍ୱର' ଓ 'ମୁଗ୍ଧ ମୃଗତୃଷ୍ଣା' ଗଳ୍ପ ସଂକଳନ ତିନୋଟି ତାଙ୍କୁ ଗଳ୍ପ ସାହିତ୍ୟ ଜଗତରେ ପରିଚିତି ଆଣି ଦେଇଛି । ଲେଖିକାଙ୍କର ବହୁଗଳ୍ପ ଇଂରାଜୀରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । 'ଈପ୍]ସିତ ଆକାଶ' ଉପନ୍ୟାସଟି ମଧ୍ୟ 'The Coveted Sky' ନାମରେ ଇଂରାଜୀ ଭାଷାରେ ପ୍ରକାଶ ଅପେକ୍ଷାରେ । ଆଶା ଉପନ୍ୟାସଟି ପାଠକଙ୍କର ଦୃଷ୍ଟି ଆକର୍ଷଣ କରିବ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

wl

Shopping Cart
Your cart is empty
Shopping cart
Mailing List