|
|
|||
|
||||
Overview'ହୃଦାନନ୍ଦ ପାଣିଗ୍ରାହୀଙ୍କ କବିତାରେ କୃଷି ଓ କୃଷକ ସମ୍ପୃକ୍ତି' ପୁସ୍ତକଟି ସମାଜର ଏକ ମୁଖ୍ୟ ସମସ୍ୟାକୁ ଗ୍ରହଣ କରିଅଛି, ଯାହା ଚିରାଚରିତ । କୃଷି ଓ କୃଷକର ଅବସ୍ଥା, ସମସ୍ୟା ଓ ସମାଧାନକୁ ଲକ୍ଷ୍ୟକରି ଏ ପୁସ୍ତକଟି ଛାତ୍ର-ଛାତ୍ରୀ, ପାଠକ-ପାଠିକା ଓ ସମାଜବାସୀଙ୍କ ନିମନ୍ତେ ଏକ ନୂତନ ଦିଗ ଓ ଦୃଷ୍ଟି ନିର୍ଣ୍ଣୟ କରିବ ବୋଲି ଆଶା ଓ ବିଶ୍ୱାସ । Full Product DetailsAuthor: Snehanjali MohapatraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.60cm , Length: 21.60cm Weight: 0.322kg ISBN: 9781645608844ISBN 10: 1645608840 Pages: 274 Publication Date: 01 June 2026 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଡ. ସ୍ନେହାଞ୍ଜଳି ମହାପାତ୍ର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଧୂଷୁରୀ ଗ୍ରାମ ସ୍ୱର୍ଗତ ପ୍ରହ୍ଲାଦ ଚନ୍ଦ୍ର ମହାପାତ୍ରଙ୍କ ସୁପୁତ୍ରି ଅଟନ୍ତି । ଡ. ମହାପାତ୍ର ବର୍ତ୍ତମାନ କେନ୍ଦ୍ରାପଡ଼ାସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା (ଏସ୍].ଏସ୍].ବି) ଭାବରେ କାର୍ଯ୍ୟରତ । ଅଧ୍ୟୟନ ଓ ଅଧ୍ୟାପନା ସହିତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ କିଛି ଛାପ ରଖିଯିବାକୁ ସେ ପ୍ରୟାସ ଚାଲୁରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର ଅନେକ ପତ୍ର ପତ୍ରିକାରେ ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବନ୍ଧମାନ ପ୍ରକାଶିତ ହୋଇଅଛି । Tab Content 6Author Website:Countries AvailableAll regions |
||||