|
|
|||
|
||||
Overviewଅତୀତ ସର୍ବଦା ନିଜର କଥା କହିବାକୁ ବର୍ତ୍ତମାନର ସମୟ ପାଖରେ ନିରହଂକାର ଆକାଂକ୍ଷା କରେ। ଅତୀତ ମଧ୍ୟ ଦିନେ ବର୍ତ୍ତମାନ ଥିଲା ଓ ସେଇ ସମୟର ମୂକସାକ୍ଷୀ ଥିଲେ କିଛି ବିଗତ ଘଟଣା, ଗତାୟୁ କ୍ଷଣ ଓ ଅବର୍ତ୍ତମାନ ସାଜିଥିବା କିଛି ମହାମାନବ। ଅତୀତକୁ ପୁନରୁଦ୍ଧାର କରି, ନବ ଅଙ୍ଗସଜ୍ଜା ପୂର୍ବକ ଉପସ୍ଥାପନ କରିବାର ପଶ୍ଚାତ୍ ଭାଗରେ ଥାଏ ତତ୍କାଳୀନ କାଳଖଣ୍ଡକୁ ପୁନର୍ବାର ସାକ୍ଷାତ୍ କରିବାର ଦୁର୍ବାର ଇଚ୍ଛା ଓ ଆଗ୍ରହ। ଏହି ପ୍ରକାର ଉଦ୍ଦେଶ୍ୟକୁ ପରିପୂର୍ଣ୍ଣ କରିଛି ଓଡ଼ିଶାର ସ୍ୱନାମଧନ୍ୟ ନ୍ୟାୟମୂର୍ତ୍ତି ଜଷ୍ଟିସ୍ ରାଜକିଶୋର ଦାସଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀ 'ଅନେକ ଦିନର ଅନେକ କଥା'। ଏହା ମାନବ ସଭ୍ୟତାର ଅନ୍ତଃକରଣକୁ ତତ୍କାଳୀନ ଇତିହାସ- ସମାଜ - ସଂସ୍କୃତି - ବ୍ୟକ୍ତି ମାନସର ବିବିଧ ରୂପରେଖ ମୂଲ୍ୟାଙ୍କନ କରିବାର ପରିସର ସୃଷ୍ଟି କରିବ। Full Product DetailsAuthor: Justice Rajkishore DasPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 2.80cm , Length: 21.60cm Weight: 0.572kg ISBN: 9781645608035ISBN 10: 1645608034 Pages: 500 Publication Date: 09 December 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor InformationTab Content 6Author Website:Countries AvailableAll regions |
||||