Swayambara

Author:   Bhagaban Behera
Publisher:   Black Eagle Books
ISBN:  

9781645608653


Pages:   230
Publication Date:   27 April 2026
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Swayambara


Overview

ସ୍ୱୟଂବରକୁ ନେଇ ଏହି ଉପନ୍ୟାସଟି । ସ୍ୱୟଂବରର ପ୍ରକୃତ ଅର୍ଥ ସ୍ୱୟମ୍ ବର ବରଣ କରିବା ସ୍ୱ ଇଚ୍ଛାରେ । ଏ ଦିଗରେ ସ୍ୱୟଂବରା ହିଁ ସ୍ୱତନ୍ତ୍ର । କିଂତୁ ସୀତା, ଦ୍ରୌପଦୀ ଇତ୍ୟାଦି ପ୍ରାଚୀନ ଯୁଗୀୟ ସ୍ୱୟଂବରାମାନେ ପୁରାଣ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ସ୍ୱୟମ୍]ର ଇଚ୍ଛାରେ ବର ବରଣ କରି ଥିବାର ବର୍ଣ୍ଣନା ନାହିଁ । ସ୍ୱୟଂବର ପାଇଁ କୌଣସି ନା କୌଣସି କଠୋର ସର୍ତ୍ତର ଅବତାରଣା କରାଯାଇଛି । ସର୍ତ୍ତପୂରଣକାରୀଙ୍କ ଗଳାରେ ବରମାଲ୍ୟ ଦେବାକୁ ଏଠି ସ୍ୱୟଂବରା ବାଧ୍ୟ । ଏ କେମିତିକା ସ୍ୱୟଂବର? କେମିତି ପରଂପରା ଏ, ପୁଣି ଋଷି-ମୁନି-ଜ୍ଞାନୀ-ବେଦର ଭୂୂମି ଏ ଆର୍ଯ୍ୟାବର୍ତ୍ତ ଭାରତ ବର୍ଷରେ, ନା-ଏହାର ଅନ୍ତରାଳରେ କିଛି ରହିଚି ଗୂଢ଼ ରହସ୍ୟ, ଯାହା ଅପ୍ରକାଶ୍ୟ ଏବଂ ପରଂପରାର ପୃଷ୍ଠଧରମାନେ ଏ ରହସ୍ୟକୁ ପ୍ରକାଶ କରିବାକୁ ଉଚିତ ମଣିନାହାନ୍ତି ? ଏଥିରେ ମୁଖ୍ୟତଃ ସୀତା, ଦ୍ରୌପଦୀ ଓ ସଂଯୁକ୍ତାଙ୍କ ବହୁଚର୍ଚ୍ଚିତ -ସ୍ୱୟଂବର ଗାଥାକୁ ଉପନ୍ୟାସର କଥା ଶୈଳୀରେ ପରିବେଷଣ କରାଯାଇଛି । ସେହି ସେହି କାହାଣୀରେ ଛପି ରହିଥିବା ଯୁକ୍ତିନିଷ୍ଠ, ତର୍କସିଦ୍ଧ ସତ୍ୟ ଓ ରହସ୍ୟର ଉନ୍]ମୋଚନ କରାଯାଇଛି । ଏତଦ୍]ଭିନ୍ନ କେବଳ ସ୍ୱୟଂବରର ରହସ୍ୟ ଉନ୍]ମୋଚନ ନୁହେଁ, ସ୍ୱୟଂବରାଙ୍କ ପରବର୍ତ୍ତୀ ଜୀବନର କ୍ରମପରିଣାମ ତଥା ଜୀବନର କିଛି କିଛି ମାର୍ମିକ ମୁହୂର୍ତ୍ତର ଝଲକ୍ ଦିଆଯାଇଚି କଥା ପ୍ରସଂଗରେ । ସ୍ୱୟଂବରର ବର୍ଣ୍ଣନା ବ୍ୟତିରେକେ ଏକ ଐତିହାସିକ ରୂପକାହାଣୀକୁ ଏଥିରେ ସ୍ଥାନିତ କରାଯାଇଛି-ତାହା ହେଉଛି ପଦ୍ମାବତୀଙ୍କ ପରିଣୟ କଥା । ସବୁ କାହାଣୀ ଅବତାରଣାର ମୂଳରେ ନିର୍ଦ୍ଦିଷ୍ଟ ଏକ ଉଦ୍ଦେଶ୍ୟ ଭାବରେ ନିହିତ ଅଛି- ସେହି ଚିରନ୍ତନ ପ୍ରଶ୍ନ- ଯୁଗେ ଯୁଗେ ନାରୀ ନିର୍ଯ୍ୟାତିତା କାହିଁକି? ସାରା ଜୀବନ ପୁରୁଷକର୍ତ୍ତୃକ ସମାଜ ବ୍ୟବସ୍ଥା ଦ୍ୱାରା ଲହୁଲୁହାଣ ହୋଇଛି-ହେଉଛି ନାରୀ କାହିଁକି -କାହିଁକି ପୁରାଣ, ଇତିହାସର କାହାଣୀ ଭିତରେ ଉପନ୍ୟାସର ଆଦ୍ୟରୁ ପ୍ରାନ୍ତଯାଏ ଜଡ଼ିତ ହେଇ ରହିଚି, ସାଂପ୍ରତିକ ନାରୀ ଜୀବନ-ସଂଘର୍ଷର ଏକ ରୋମାଞ୍ଚକର କଥାସୂତ୍ର । ଏହି କଥାସୂତ୍ର ହିଁ ଉପନ୍ୟାସର ମୁଖ୍ୟଧାରା । ଯାହାର ଉପକ୍ରମଣିକାରୁ ଆରମ୍ଭ ହେଇ ଉପସଂହାରରେ ବିଲୟ ଘଟିଚି ।

Full Product Details

Author:   Bhagaban Behera
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.30cm , Length: 21.60cm
Weight:   0.272kg
ISBN:  

9781645608653


ISBN 10:   1645608654
Pages:   230
Publication Date:   27 April 2026
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

Tab Content 6

Author Website:  

Countries Available

All regions
Latest Reading Guide

MRGC26

 

Shopping Cart
Your cart is empty
Shopping cart
Mailing List