Sriradhanka Shree

Author:   Chandan Kumar Das
Publisher:   Black Eagle Books
ISBN:  

9781645605836


Pages:   92
Publication Date:   12 October 2024
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $34.32 Quantity:  
Add to Cart

Share |

Sriradhanka Shree


Add your own review!

Overview

ଏହି ପୁସ୍ତକରେ ତିରିଶିଗୋଟି କବିତା ରହିଛି ଯାହା ପ୍ରେମାବେଗର ବିବିଧ କଥାବସ୍ତୁ ଉପରେ ଆଧାରିତ। ଏହି ସଂକଳନର ଶୀର୍ଷକ କବିତା ""ଶ୍ରୀରାଧାଙ୍କ ଶ୍ରୀ"" ଜରିଆରେ ରାଧାକୃଷ୍ଣଙ୍କର ଅନାବିଳ ଭଲପାଇବାକୁ ଏକ ଆଧୁନିକ ଭଙ୍ଗୀରେ ଉପସ୍ଥାପନ କରିବାର ଦୁଃସାହସ କରିଛି। ଅଦ୍ୟାବଧି ସାହିତ୍ୟରେ ରାଧା କୃଷ୍ଣଙ୍କୁ ଝୁରିହେବାର ଦୃଷ୍ଟାନ୍ତ ଅନେକ ରହିଛି କିନ୍ତୁ କୃଷ୍ଣ ମଧ୍ୟ ରାଧାଙ୍କ ସ୍ମୃତିଚାରଣ କରିଥିବେ ଏପ୍ରକାର ଏକ ସମ୍ଭାବନାର ପରିକଳ୍ପନା ଏହି କବିତା ମାଧ୍ୟମରେ ସମ୍ଭବ ହୋଇପାରିଛି। କିଛି ଭୁଲ୍ ଅବା ଭ୍ରାନ୍ତିକର ଲେଖିଦେବି ନାହିଁ ତ- ଏ ଭୟ ବିଶାଳରୁ ବିଶାଳତର ହେଉଥାଏ ଯେତେବେଳେ ଯେତେବେଳେ ମୁଁ କଲମ ଧରି ବସୁଥାଏ। ଯିଏ ଏ ସୃଷ୍ଟି ସର୍ଜନାର ଉତ୍ସ ତାଙ୍କ ବିଷୟରେ କିଛିବି ଲେଖିବା ନିଶ୍ଚିତ ଭାବରେ ଏକ କଷ୍ଟସାଧ୍ୟ ଜିନିଷ। କୃଷ୍ଣଙ୍କୁ ଉଚିତ୍ ଭାବରେ ଅଧ୍ୟୟନ ନକରି ତାଙ୍କ ବିଷୟରେ କିଛିବି ମତପୋଷଣ କରିବା ଏକ ଧୃଷ୍ଟତା। ଅନ୍ୟ ଏକ କବିତା ""କଷ୍ଟ କୃଷ୍ଣଙ୍କର"" ଜରିଆରେ କୃଷ୍ଣ ମଧ୍ୟ ଯନ୍ତ୍ରଣା ଭୋଗ କରିଥିବେ ଏ ପ୍ରକାର ଏକ ଭାବନାକୁ ଜାଗା ଦେଇଛି। କୃଷ୍ଣଙ୍କୁ ନେଇ ଯାହାକିଛି କଳ୍ପନା କରିଛି ତାହା ସମ୍ପୂର୍ଣ୍ଣରୂପେ ମୋର ବ୍ୟକ୍ତିଗତ ଆକଳନ। ଯଦି ଏହି ଆକଳନରେ କିଛି ତ୍ରୁଟି ରହିଥାଏ, ଅଥବା କୌଣସି ବ୍ୟକ୍ତି ବିଶେଷଙ୍କୁ କୌଣସି କଥା ରୁଚିକର ନଲାଗେ ତେବେ ନିଜ ଗୁଣରେ ମୋତେ କ୍ଷମା କରିଦେବେ।

Full Product Details

Author:   Chandan Kumar Das
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.127kg
ISBN:  

9781645605836


ISBN 10:   1645605833
Pages:   92
Publication Date:   12 October 2024
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଆତ୍ମ ବିବରଣୀ ନାମ- ଶ୍ରୀ ଚନ୍ଦନ କୁମାର ଦାସ ଜନ୍ମ- ମାର୍ଚ୍ଚ ୬ ତାରିଖ ୧୯୮୭ ମସିହା ଜନ୍ମସ୍ଥାନ- ତାପଣ୍ଡିଆ, ବାଲିଆପାଳ, ବାଲେଶ୍ୱର ପିତା- ଶ୍ରୀ ଲକ୍ଷ୍ମୀକାନ୍ତ ଦାସ ମାତା- ଶ୍ରୀମତୀ ବାସନ୍ତୀ ଦାସ ଶିକ୍ଷାଗତ ଯୋଗ୍ୟତା- ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକରୁ ଇଂରାଜୀ ଭାଷା ସାହିତ୍ୟରେ ଏମ୍].ଏ. ଓ ଏମ୍].ଫିଲ୍ । ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜେସ ୟୁନିଭରସିଟି, ହାଇଦ୍ରାବାଦରୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ୍ ଟିଚିଙ୍ଗ ଇଂଲିଶ । ବୃତ୍ତି- ଅଧ୍ୟାପନା

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List