|
![]() |
|||
|
||||
OverviewFull Product DetailsAuthor: Maharshi Balmiki , Purnachandra PatnaikPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.90cm , Length: 21.60cm Weight: 0.413kg ISBN: 9781645603917ISBN 10: 1645603911 Pages: 326 Publication Date: 17 April 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓଡ଼ିଶାର ଦଧିମାଛଗାଡ଼ିଆ ଗ୍ରାମରେ ୧୯୧୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ଖୋର୍ଦ୍ଧା ଇଂରାଜୀ ମାଧ୍ୟମ ହାଇସ୍କୁଲରୁ ମାଟ୍ରିକ, ରେଭେନ୍ସା କଲେଜରୁ ଇଂରାଜୀରେ ଅନର୍ସ ଏବଂ ପାଟନା ୟୁନିଭର୍ସିଟିରୁ ସ୍ନାତକୋତ୍ତର ଏବଂ ଲ' ଓ ଡିଇଡି ଡିଗ୍ରୀମାନ ହାସଲ କରିଥିଲେ । ତା'ପରେ ସେ ୧୯୩୫ ମସିହାରୁ କାମ ଆରମ୍ଭ କରି ଓଡ଼ିଶାର ବହୁ ସ୍କୁଲ କଲେଜ (ବିକ୍ରମ ଦେବ, ଫକୀର ମୋହନ, ବକ୍ସି ଜଗବନ୍ଧୁ ସାନ୍ଧ୍ୟ ଏବଂ ସାଲେପୁର)ରେ ଇଂରାଜୀରେ ଶିକ୍ଷକ, ଅଧ୍ୟାପକ ଓ ଅଧ୍ୟକ୍ଷ ହିସାବରେ କାର୍ଯ୍ୟରତ ଥିଲେ । କଲେଜ କାମରୁ ଅବସର ନେଇ ସେ ନିଜର ଭୁବନେଶ୍ୱର ବାସଭବନରେ ରହି ବହୁ ବର୍ଷ ଓକିଲାତି କରିଥିଲେ । ସେ ୧୯୭୮ ମସିହାରୁ ବାଲ୍ମିକୀୟ ରାମାୟଣକୁ ଓଡ଼ିଆରେ ପଦ୍ୟ ଅନୁବାଦ କରିବା ଆରମ୍ଭ କରିଥିଲେ । ପୂରା ସାତକାଣ୍ଡର ପାଣ୍ଡୁଲିପି ସମାପ୍ତ କଲା ପରେ ୧୯୮୮ ମସିହାରେ ବାଳକାଣ୍ଡକୁ ପ୍ରକାଶ କରିଥିଲେ । ସେ ସରଳ ଜୀବନ ଓ ଉଚ୍ଚ ମନରେ ବିଶ୍ୱାସ ରଖି ଅଶି ବର୍ଷରୁ ବେଶି ଏ ଦୁନିଆରେ ବିତାଇଥିଲେ । ତାଙ୍କର ପାରଦର୍ଶିତା ଭାରତରେ ରାମ ରାଜ୍ୟ ପ୍ରତିଷ୍ଠାର ଆହ୍ୱାନ ଓ ନିଜ ହାତଟଣା ମାନଚିତ୍ରରୁ ଜଣାପଡ଼େ । Tab Content 6Author Website:Countries AvailableAll regions |