Shri Niladrisha Chautisha

Author:   Kabisamrat Upendra Bhanja ,  Premananda Mohapatra
Publisher:   Black Eagle Books
ISBN:  

9781645604723


Pages:   128
Publication Date:   03 November 2023
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Shri Niladrisha Chautisha


Add your own review!

Overview

ଓଡ଼ିଆ ସାହିତ୍ୟ ଜଗତରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବିଶେଷ ଗୌରବର ଅଧିକାରୀ । କବି ସମ୍ରାଟଙ୍କର ଶେଷ ରଚନା ହେଉଛି 'ଶ୍ରୀନୀଳାଦ୍ରୀଶ ଚଉତିଶା' । ଏଥିରେ କବିଙ୍କର ଜଗନ୍ନାଥ ପ୍ରାଣତାର ପଟାନ୍ତର ନାହିଁ । ଡକ୍ଟର ମହାପାତ୍ର 'ଶ୍ରୀନୀଳାଦ୍ରୀଶ ଚଉତିଶା'କୁ ସମ୍ପାଦନା ଓ ଆଲୋଚନା କରିଛନ୍ତି । 'ଶ୍ରୀନୀଳାଦ୍ରୀଶ ଚଉତିଶା' ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ ।

Full Product Details

Author:   Kabisamrat Upendra Bhanja ,  Premananda Mohapatra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.80cm , Length: 21.60cm
Weight:   0.172kg
ISBN:  

9781645604723


ISBN 10:   1645604721
Pages:   128
Publication Date:   03 November 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ୍ ସାରସ୍ୱତ ଗବେଷକ, ସମାଲୋଚକ ଓ ସୁବକ୍ତା । ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ମହାପାତ୍ର କୃତିତ୍ୱର ସହ ଅଧ୍ୟାପନା କରିଆସିଛନ୍ତି । ରେଭେନ୍]ଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ପ୍ରଫେସର ମହାପାତ୍ର ବିଭାଗ ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ମହାପାତ୍ରଙ୍କର ଅଦ୍ୟାବଧି ଅନେକ ସମାଲୋଚନା ପୁସ୍ତକ ପ୍ରକାଶିତ । ଡକ୍ଟର ମହାପାତ୍ର ଓଡ଼ିଶା ଲୋକ ସେବକ ମଣ୍ଡଳଙ୍କ ଆନୁକୂଲ୍ୟରେ 'ଗୁରୁ ଗୌରବ' ଉପାଧିପ୍ରାପ୍ତ । ଏତଦ୍ ବ୍ୟତୀତ ନୟାଗଡ଼ର ପରମ୍ପରା ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଡକ୍ଟର ମହାପାତ୍ର 'ନୟାଗଡ଼ ସାହିତ୍ୟ ରତ୍ନ' ଉପାଧିପ୍ରାପ୍ତ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List