|
|
|||
|
||||
Overviewଲୋକପ୍ରିୟ ସିନେ ତାରକା ଶ୍ରୀ ସବ୍ୟସାଚୀ ମିଶ୍ର ସମ୍ପ୍ରତି ଜଣେ ସମାଜସେବୀର ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। କୋଭିଡ଼ ମହାମାରୀ ସମୟରେ ସେ ବହୁ ପ୍ରବାସୀ ଓଡ଼ିଆଙ୍କୁ ଘର ବାହୁଡ଼ାରେ ସାହାଯ୍ୟ କରି ଲୋକଲୋଚନକୁ ଆସିଥିଲେ। ତାଙ୍କର ଏହି ସେବା ମନୋଭାବକୁ ଲକ୍ଷ୍ୟକରି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଥିବା ବହୁ ଲୋକ ତାଙ୍କର ସାହାଯ୍ୟପ୍ରାର୍ଥୀ ହୋଇଛନ୍ତି। ସେ କାହାରିକୁ ନିରାଶ କରି ନାହାନ୍ତି। ସେଥିପାଇଁ ବିବିଧ ପରିସ୍ଥିତିରେ ତାଙ୍କର ସମ୍ପୃକ୍ତି ସମାଜ ସେବାର ଭିନ୍ନ ଭିନ୍ନ ଦିଗ ଓ ବହୁ ସଂଖ୍ୟକ ଘଟଣାର ଉନ୍ମୋଚନ କରିଛି। ତଦ୍]ଜନିତ ଘଟଣା ଗୁଡ଼ିକ ଏହି ପୁସ୍ତକରେ ସନ୍ନିବିଷ୍ଟ। ସେଗୁଡ଼ିକରେ ରହିଛି କାରୁଣ୍ୟ, ବିଷାଦ, ଦୁଃଖ ଓ ଯନ୍ତ୍ରଣା ଏବଂ ସେଥିରୁ ଉଦ୍ଧାର ପାଇବାର ଆନନ୍ଦ। ସତ୍ୟ ଘଟଣା ଆଧାରିତ ବାସ୍ତବଧର୍ମୀ ବର୍ଣ୍ଣନରେ ଏ ସଙ୍କଳନରେ ପାଠକଙ୍କ ପାଇଁ ରହିଛି ଏକ ନୂଆ ସ୍ୱାଦ, ଏକ ନୂଆ ଇଲାକାରେ ଯାତ୍ରାନୁଭୂତି। ଏହାର ପଠନ ଦ୍ୱାରା ପାଠକମାନେ ମହତ୍ କାର୍ଯ୍ୟ ସମ୍ପାଦନ ପାଇଁ ଅନୁପ୍ରାଣିତ ହେବେ ବୋଲି ଆଶା। Full Product DetailsAuthor: Dibakar MishraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.50cm , Length: 21.60cm Weight: 0.113kg ISBN: 9781645607182ISBN 10: 1645607186 Pages: 88 Publication Date: 04 August 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationଦିବାକର ମିଶ୍ରଜନ୍ମ ୩ ଅଗଷ୍ଟ ୧୯୩୨ଜନ୍ମସ୍ଥାନ ବୀରପ୍ରତାପପୁର, ଜିଲ୍ଲା-ପୁରୀପୂର୍ବ ପ୍ରକାଶିତ ପୁସ୍ତକ ଦୁଇଟି ଜୀବନର ଗୋଟିଏ କାହାଣୀ (ଉପନ୍ୟାସ), ଉଦ୍]ଭାସିତ ଦିଗନ୍ତ (ନିବନ୍ଧ), ଚେନାଏ ଧରିତ୍ରୀ (ଏକ ଜନପଦର କାହାଣୀ), ଝରାଶେଫାଳୀ (ଅନୁଭୂତିର ଚିତ୍ର), ପ୍ରତୀକ୍ଷା (ଗଳ୍ପ ସଂକଳନ), ମନ ମନନ (ପ୍ରବନ୍ଧ), ଦେଶପ୍ରାଣ (ବରପୁତ୍ରମାନଙ୍କ ଜୀବନାଲେଖ୍ୟ), ବେଳାଭୂମି (ଅପରାହ୍ନର ଅନୁଚିନ୍ତା), ଓଡ଼ିଆ ସ୍ୱାଭିମାନର ଭିତ୍ତିଭୂମି (ପ୍ରବନ୍ଧ) ଓ କିଞ୍ôଚତ କଟକ ଅରୁଣୋଦୟ ନଗରର ଇତିବୃତ୍ତ। Tab Content 6Author Website:Countries AvailableAll regions |
||||