|
![]() |
|||
|
||||
Overview"ଅମୃତା ପ୍ରୀତମ୍ ଖାଲି ଭାରତ କାହିଁକି, ପୃଥିବୀର ଅନ୍ୟ ଅନେକ ଦେଶର ସାହିତ୍ୟ ଜଗତରେ ଏକ ଜଣାଶୁଣା ନାମ । ତାଙ୍କର ବହୁ ଗଳ୍ପ, କବିତା, ଉପନ୍ୟାସ ବିଭିନ୍ନ ଭାଷାରେ ଅନୂଦିତ ହୋଇ ପାଠକ ପାଠିକା ମାନଙ୍କ ନିକଟରେ ବିଶେଷ ଆଦର ଓ ସମ୍ମାନ ଲାଭ କରିଛି । ଜ୍ଞାନପୀଠ ଠାରୁ ଭାରତୀୟ ସାହିତ୍ୟ ଏକାଡ଼େମୀ ପର୍ଯ୍ୟନ୍ତ ବହୁ ସଂସ୍ଥା ତାଙ୍କର ସାହିତ୍ୟକୃତିକୁ ସ୍ୱୀକାର କରି ତାଙ୍କୁ ସମ୍ମାନିତ କରିଛନ୍ତି । ""ରସିଦି ଟିକଟ"" ଅମୃତା ପ୍ରୀତମଙ୍କର ଆତ୍ମଜୀବନୀ । ନିଜର ଭିତର ବାହାରକୁ ଟିକିନିଖି ଭାବରେ ବିଶ୍ଳେଷଣ କରି ପାଠକଙ୍କ ଆଗରେ ଏତେ ସାହସର ସହିତ ରଖିଦେବା କୌଣସି ପ୍ରତିଷ୍ଠିତା ନାରୀପକ୍ଷରେ ସଚରାଚର ସମ୍ଭବ ହୁଏନାହିଁ । କିନ୍ତୁ ଅମୃତା ପ୍ରୀତମ୍ ଅନନ୍ୟା ।" Full Product DetailsAuthor: Amrita Pritam , Nandini SatpathyPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.10cm , Length: 21.60cm Weight: 0.245kg ISBN: 9781645605164ISBN 10: 1645605167 Pages: 190 Publication Date: 01 February 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationଅମୃତା ପ୍ରୀତମ୍ (୧୯୧୯-୨୦୦୫) ଥିଲେ ପଞ୍ଜାବୀ ସାହିତ୍ୟ ଜଣେ ଉଚ୍ଚକୋଟୀର ସାହିତ୍ୟିକା । ଶହେରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା ଭାବରେ ସାହିତ୍ୟର ସବୁ ଦିଗରେ ତାଙ୍କର ଅବଦାନ ଥିଲା । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ ସାହିତ୍ୟ ଅକାଦେମୀ ପୁରସ୍କାର (୧୯୫୬), ଭାରତୀୟ ଜ୍ଞାନପୀଠ (୧୯୮୨), ପଦ୍ମ ବିଭୂଷଣ (୨୦୦୪) ଉଲ୍ଲେଖଯୋଗ୍ୟ । ତାଙ୍କୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (୧୯୭୩), ଜବଲପୁର ବିଶ୍ୱବିଦ୍ୟାଳୟ (୧୯୭୩) ଓ ବିଶ୍ୱଭାରତୀ (୧୯୮୭) ସମ୍ମାନଜନକ ଡି.ଲିଟ୍ ପ୍ରଦାନ କରିଥିଲେ । ନନ୍ଦିନୀ ଶତପଥୀ (୧୯୩୧-୨୦୦୬) ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକା ଓ ଅନୁବାଦିକା । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ କବିତା ସଂକଳନ 'ଉତ୍ତର ପୁରୁଷ', ଗଳ୍ପ ସଂକଳନ 'କେତୋଟି କଥା', 'ସପ୍ତଦଶୀ' ଏବଂ ଅନୁବାଦ ପୁସ୍ତକ 'ଗାନ୍ଧୀ କଥାମୃତ', 'ରେଭିନ୍ୟୁ ଟିକଟ', 'ଲଜ୍ଜା' ଓ ମହାଶ୍ୱେତା ଦେବୀଙ୍କ ନିର୍ବାଚିତ ଗଳ୍ପ ଉଲ୍ଲେଖଯୋଗ୍ୟ । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ 'ରେଭିନ୍ୟୁ ଟିକେଟ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଗାନ୍ଧୀ କଥାମୃତ' ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ଓ ଅନୁବାଦଗତ ସଫଳତା ନିମନ୍ତେ ସାହିତ୍ୟ ଭାରତୀ ସମ୍ମାନ ଉଲ୍ଲେଖଯୋଗ୍ୟ । Tab Content 6Author Website:Countries AvailableAll regions |