Odia Sahitya Sanskruti O Kabichandra Kalicharana

Author:   Sarbeswar Sena
Publisher:   Black Eagle Books
ISBN:  

9781645607960


Pages:   188
Publication Date:   01 December 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $42.24 Quantity:  
Add to Cart

Share |

Odia Sahitya Sanskruti O Kabichandra Kalicharana


Overview

କବିଚନ୍ଦ୍ର କାଳୀଚରଣଙ୍କର ଆତ୍ମଲିପି 'କୁମ୍ଭାରଚକ' ଆଧାରରେ ଡ. ସେଣଙ୍କର ପ୍ରବନ୍ଧ ପୁସ୍ତକ 'ଓଡିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ'। ଏଥିରେ ସନ୍ନିବିଷ୍ଟ ମୋଟ୍ ୨୮ ଗୋଟି ପ୍ରବନ୍ଧ ଲେଖକଙ୍କର କଳାତ୍ମକ ଅନ୍ତର୍ଦୃଷ୍ଟିର ଅନୁପମ ନିଦର୍ଶନ। କବିଚନ୍ଦ୍ର କେବଳ ଓଡିଶାର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ଏକ ବହୁ ଚର୍ଚ୍ଚିତ ପ୍ରତିଭା ଓ ସାରସ୍ୱତ ସାଧକ। ତାଙ୍କ ଆତ୍ମଜୀବନୀ 'କୁମ୍ଭାରଚକ' ଏକ ଅନବଦ୍ୟ କୃତି। ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏହା ରସୋତ୍ତୀର୍ଣ୍ଣ ଇତିହାସ; ଏକ ନିର୍ଭୁଲ ସାମାଜିକ ସନନ୍ଦ। ଓଡ଼ିଆ ନାଟ୍ୟ ସଂସ୍କୃତି କ୍ଷେତ୍ରରେ କବିଚନ୍ଦ୍ର ଏକ ଅନୁଷ୍ଠାନ; ଓଡ଼ିଆ ନାଟ୍ୟ ଜଗତରେ ମଧ୍ୟ 'ଭରତ ମୁନି' ଭାବେ ଖ୍ୟାତ। ତାଙ୍କ କୃତି-କୀର୍ତ୍ତି ସମ୍ପର୍କରେ ଯେତେ ଆଲୋଚନା କଲେ ବି ଅପୂର୍ଣ୍ଣାଙ୍ଗ ପ୍ରତୀୟମାନ ହୁଏ। ଏହି ପ୍ରଥିତଯଶାଙ୍କ ସମ୍ବନ୍ଧରେ ବୌଦ୍ଧିକ ତଥା ତାତ୍ତ୍ୱିକ ଚର୍ଚ୍ଚା ଡ. ସେଣଙ୍କ ପୁସ୍ତକଟିରେ ଜାରି ରହିଛି, ତାହା ଅତୀବ ପ୍ରଶଂସନୀୟ; କାଳଜୟୀ ପ୍ରଚେଷ୍ଟା ମଧ୍ୟ। ଏହା ସମସାମୟିକ ସାହିତ୍ୟାନୁରାଗୀ ଓ ଉତ୍ତର ପିଢ଼ିଙ୍କ ଦୃଷ୍ଟି ବହୁ ଭାବରେ, ବହୁ ରୂପରେ ଆକର୍ଷଣ କରିବ। ପୁସ୍ତକଟିର ରସ ଚାତୁର୍ଯ୍ୟ ବିଦଗ୍ଧ ପାଠକଙ୍କୁ ସ୍ପର୍ଶ କରିବ ନିଶ୍ଚୟ!

Full Product Details

Author:   Sarbeswar Sena
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.10cm , Length: 21.60cm
Weight:   0.222kg
ISBN:  

9781645607960


ISBN 10:   1645607968
Pages:   188
Publication Date:   01 December 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଲବ୍ଧ ପ୍ରତିଷ୍ଠ ପ୍ରାବନ୍ଧିକ ଡ. ସର୍ବେଶ୍ୱର ସେଣ। ସେ ଜଣେ ବିଶିଷ୍ଟ ଶିକ୍ଷାବିତ୍], ଦକ୍ଷ ପ୍ରଶାସକ ତଥା ଖ୍ୟାତନାମା ସ୍ତମ୍ଭକାର। ଜଣେ ଆଦର୍ଶବାଦୀ ଅଧ୍ୟାପକ, ଅଧ୍ୟକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ତାଙ୍କର ଅମାପ ଖ୍ୟାତି। ଓଡ଼ିଆ ସମାଲୋଚନା ସାହିତ୍ୟରେ ଡ. ସେଣଙ୍କ ସ୍ଥାନ ସ୍ୱତନ୍ତ୍ର। ସାବଲୀଳ କାବ୍ୟିକ ପ୍ରକାଶରେ ତାଙ୍କ ପ୍ରବନ୍ଧଗୁଡ଼ିକ ରସସିକ୍ତ। ଏଇ ଶୈଳୀଟି ଡ. ସେଣଙ୍କର ନିଆରାପଣ। ତଥ୍ୟ, ତତ୍ତ୍ୱ, ବୌଦ୍ଧିକତାର ଆବରଣ ମଧ୍ୟରେ ସେ ଯେଉଁ କାବ୍ୟିକ ପରିବେଶ ତିଆରି କରନ୍ତି; ତାହା ଅନନ୍ୟ, ଅସାଧାରଣ ମଧ୍ୟ। ଡ. ସେଣଙ୍କର ଦ୍ୱାଦଶ ପ୍ରବନ୍ଧ ପୁସ୍ତକ 'ଓଡ଼ିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ'।

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List