Nishabda Nupura

Author:   Umasankar Panda
Publisher:   Black Eagle Books
ISBN:  

9781645604549


Pages:   94
Publication Date:   26 September 2023
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Nishabda Nupura


Add your own review!

Overview

ଉମାଶଙ୍କର ପଣ୍ଡାଙ୍କ ଓଡ଼ିଆ ସାହିତ୍ୟଜଗତକୁ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ୨୦୦୪ ମସିହାରେ ସର୍ବୋଚ୍ଚ ଅତିବଡ଼ୀ ସମ୍ମାନରେ ସମ୍ମାନିତ କରିଥିଲା । ଏତଦ୍]ବ୍ୟତୀତ ସେ ବିଷୁବ ସମ୍ମାନ, ଝଙ୍କାର କାବ୍ୟ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, ସାରଳା ସମ୍ମାନ, ଫକୀର ମୋହନ ଗଳ୍ପ ସମ୍ମାନ, ଅଖିଳ ପଟ୍ଟନାୟକ ବିଶେଷ କବି ସମ୍ମାନ, କବିତାୟନ କବି ସମ୍ମାନ, ଧରିତ୍ରୀ ସାହିତ୍ୟ ସମ୍ମାନ ଆଦି ପଚାଶରୁ ଊର୍ଦ୍ଧ୍ୱ ସମ୍ମାନରେ ସମ୍ମାନିତ । ସେ ୬୭ଟି ବେତାର ନାଟକ, ପଚାଶରୁ ଊର୍ଦ୍ଧ୍ୱ ବେତାର ସଂଗୀତ ରୂପକ ଓ ଅନେକ ଓଡ଼ିଆ ତଥା ସମ୍ବଲପୁରୀ ଗୀତିକବିତାର ସ୍ରଷ୍ଟା । ତାଙ୍କ ରଚିତ ସମ୍ବଲପୁରୀ ସଂଗୀତ ରୂପକ 'ଗାଆଁକେ ଯିମା ଚାଲ' ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ୱାରା ୨୦୦୦ ବର୍ଷରେ ଶ୍ରେଷ୍ଠ ବିବେଚିତ ହୋଇ ପ୍ରଥମ ପୁରସ୍କାର ଲାଭ କରିଥିଲା । 'ନିଶବ୍ଦ ନୂପୁର'ହେଉଛି କବି ଉମାଶଙ୍କର ପଣ୍ଡାଙ୍କର ପଞ୍ଚମ କବିତା ସଂକଳନ, ଯାହାକି ୧୯୮୪ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା ।

Full Product Details

Author:   Umasankar Panda
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.60cm , Length: 21.60cm
Weight:   0.127kg
ISBN:  

9781645604549


ISBN 10:   1645604543
Pages:   94
Publication Date:   26 September 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଉମାଶଙ୍କର ପଣ୍ଡା (୩ ମାର୍ଚ୍ଚ ୧୯୩୧-୩୦ ମଇ ୨୦୧୫) ମହାଶିବରାତ୍ରୀରେ ସମ୍ବଲପୁର ଜିଲ୍ଲାର କୁଦ୍ ଜାମ୍]ପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସାରସ୍ୱତ ସାଧନା ୧୯୪୮ରୁ ଆରମ୍ଭ ହୋଇ ଦୀର୍ଘ ୬୮ ବର୍ଷ ପରେ ୨୦୧୫ରେ ଶେଷ ହୋଇଥିଲା । ଏହି ଦୀର୍ଘ ସାଧନା କାଳରେ ସେ ସମୁଦାୟ ୮୭ଟି ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟଜଗତକୁ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କର ମୌଳିକ ରଚନାବଳୀ ୧୦ଟି କବିତା ସଂକଳନ, ୭ଟି ଗଳ୍ପ ସଂକଳନ ଓ ୩ଟି ଉପନ୍ୟାସ ରହିଛି । ଏତଦ୍]ବ୍ୟତୀତ ସେ ଆନ୍ତର୍ଜାତୀୟ ସାହିତ୍ୟଜଗତର ଦଶଜଣ ନୋବେଲ ପୁରସ୍କାର ବିଜେତା ଯଥା ପାବ୍]ଲୋ ନେରୁଦା, ଓକ୍]ଟାଭିଓ ପାଜ୍], ଗାବ୍ରିଏଲ୍ ଗାର୍ସିଆ ମାର୍କୁଏଜ୍], ନ୍ୟୁଟ୍ ହାମ୍]ସୁନ୍], ବୋରିସ୍ ପାର୍ସ୍ତନାକ୍], ଟୋନି ମୋରିସନ୍], ୟାସୁନାରୀ କାୱାବାତା, ନାଦିନ୍ ଗୋର୍ଡିମେର୍], ନାଗୁଇବ୍ ମାହାଫୁଜ୍ ଓ ଆଲେକ୍]ଜାଣ୍ଡର ସୋଲ୍]ଝେନିତ୍]ସିନ୍]ଙ୍କର ଲେଖାମାନ ଏବଂ ବିଶ୍ୱପ୍ରସିଦ୍ଧ ଲେଖକ ଡି.ଏଚ୍]. ଲରେନ୍ସ, ଚାର୍ଲସ୍ ବଦ୍]ଲେୟାର, ଅର୍ଥର୍ ରାଁ ବୋଁ, ଭ୍ଲାଦିମିର୍ ନବୋକୋଭ୍], ଇସାଡୋରା ଡନ୍]କାନ୍], ଆଲବେର୍ତୋ ମୋରାଭିଆ, ଦାଫ୍]ନି ଦ୍ୟ ମୋରିୟର, ଏମିଲି ଜୋଲା, ଗୁସ୍ତାଭ୍ ଫ୍ଲୋବେୟାର୍], ଉଇଲିୟମ୍ ହୋୱାର୍ଡ, ଡେଭିଡ୍ ସେଲ୍]ଜେର୍], ମୋପାସା, ନାଜିମ୍ ହିକ୍]ମତ୍ ଓ ଗିଆକୋମୋ କାସାନୋଭାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତିସବୁ ଓଡ଼ିଆରେ ଅନୁବାଦ କରିଛନ୍ତି ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List