Nayika Nija Darpanare

Author:   Sanghamitra Mishra
Publisher:   Black Eagle Books
ISBN:  

9781645602781


Pages:   86
Publication Date:   20 May 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $31.68 Quantity:  
Add to Cart

Share |

Nayika Nija Darpanare


Overview

ଲୋକପ୍ରିୟ ଫିଚର ସଙ୍କଳନ ""ନାୟିକା ନିଜ ଦର୍ପଣରେ"" ପୁସ୍ତକରେ ଓଡ଼ିଆ ନାଟକ ଓ ଉପନ୍ୟାସର ଦୃଢ଼ମନା ନାରୀ ଚରିତ୍ରମାନେ ନିଜନିଜ ଅଶ୍ରୁ, ଆବେଗ, ଦମ୍ଭ, ସ୍ୱାଭିମାନ, ଜୀବନ ଦର୍ଶନ ଓ ଆଦର୍ଶର ଭଲକଥା ନିଜ ମୁହଁରେ ଉପସ୍ଥାପନ କରିଛନ୍ତି। ସତେଯେପରି ସେହି ବ୍ୟକ୍ତିତ୍ଵମୟୀ ନାରୀ ଚରିତ୍ରମାନଙ୍କ ମଧ୍ୟରେ ଲେଖିକାଙ୍କର ଆତ୍ମା ପ୍ରବେଶ କରିଛି। ଏହାର ଶୈଳୀ ଓ ବକ୍ତବ୍ୟ ଅନନ୍ୟ। ଆକୃତିରେ କ୍ଷୁଦ୍ର ଅଥଚ ପ୍ରକୃତିରେ ବିରାଟ। ଏହି ଫିଚର ଗୁଡ଼ିକ ପାଠକୀୟ ଆଦୃତି ପାଇବ ବୋଲି ଆମର ଆଶା।

Full Product Details

Author:   Sanghamitra Mishra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.50cm , Length: 21.60cm
Weight:   0.118kg
ISBN:  

9781645602781


ISBN 10:   1645602788
Pages:   86
Publication Date:   20 May 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ସଂଘମିତ୍ରା ମିଶ୍ର (୧୯୫୩) ଓଡ଼ିଆ ସାହିତ୍ୟରେ ଏକ ଶ୍ରଦ୍ଧାଶୀଳ ନାମ । ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ସେ ସାହିତ୍ୟ ସହିତ ରହିଛନ୍ତି । ସେ ଏକାଧାରରେ କବି, ନାଟ୍ୟକାର, ସମାଲୋଚକ, ପ୍ରାବନ୍ଧିକ, ସ୍ତମ୍ଭକାର, ଜୀବନୀକାର, ଅନୁବାଦକ ଓ ଶିଶୁ ସାହିତ୍ୟ ସ୍ରଷ୍ଟା । ନିଜ ପିତାଙ୍କ ଜୀବନୀ 'ଇତିହାସର ହଜିଲା ଖିଅ' ଓ ନିଜର ଆତ୍ମଜୀବନୀ 'ସଦିଚ୍ଛାର ସହସ୍ରଧାରା' ପାଇଁ ସେ ଓଡ଼ିଶାର ବୃହତ୍ତର ପାଠକ ମହଲରେ ପରିଚିତା । 'ଯକ୍ଷପ୍ରଶ୍ନ' ପାଇଁ ସେ ଦୀର୍ଘସମୟ ଚର୍ଚ୍ଚାରେ ରହିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତରର ଓଡ଼ିଆ ବିଭାଗରେ ଦୀର୍ଘକାଳ ଅଧ୍ୟାପନା ଦାୟିତ୍ୱରେ ରହି ଏବେ ସେ ଅବସରପ୍ରାପ୍ତ । ତାଙ୍କର ଲେଖନୀ ଏବେ ମଧ୍ୟ ଚଳଚଞ୍ଚଳ । ଗୁଣ ଓ ପରିମାଣ ଉଭୟ ଦିଗରୁ ସେ ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ।

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List