Nataka, Anataka, Anunataka

Author:   Ramesh Prasad Panigrahi
Publisher:   Black Eagle Books
ISBN:  

9781645606642


Pages:   288
Publication Date:   11 March 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Nataka, Anataka, Anunataka


Overview

ଆଧୁନିକ କାଳରେ ପ୍ରାୟତଃ ଆମ ସାହିତ୍ୟରେ ଲିପଷ୍ଟିକ୍ ଲଗେଇ ସ୍କୁଟିରେ ଯାଉଥିବା ବୋହୂଟି ଅପେକ୍ଷା ହାତେ ଓଢ଼ଣା ଦେଇ କବାଟ ଫାଙ୍କେରେ ଠିଆ ହୋଇ ଲୁହ ଛଳଛଳ ଆଖିରେ ବିଦେଶ ଯାଉଥିବା ସ୍ୱାମୀକୁ ପାନଡବାଟିଏ ବଢ଼େଇ ଦେଉଥିବା ବୋହୂଟି ଅଧିକ ମୂଲ୍ୟବୋଧ ସମ୍ପନ୍ନା ପରି ମନେ ହୁଅନ୍ତି । ସମସ୍ତ ଆଧୁନିକ ପରିପାଟୀ ସହିତ ମୂଲ୍ୟବୋଧର ମଧ୍ୟ ସମ୍ପର୍କ ଥାଇପାରେ ବୋଲି ଓଡ଼ିଆ ଗାଳ୍ପିକ ଚିନ୍ତା କରିନାହାନ୍ତି । ଲେଖକୀୟ ଦୃଷ୍ଟିକୋଣରୁ ଉଗ୍ର ଆଧୁନିକା ମାନଙ୍କୁ ଦୂଷିତା ବୋଲି କହିବା ଆମର ଅଭ୍ୟାସ । କାରଣ ଆମେ ପରିବର୍ତ୍ତିତ ମୂଲ୍ୟବୋଧମାନଙ୍କୁ ସ୍ୱୀକାର କରିବା ପାଇଁ ଅସମର୍ଥ । ପୁରୁଣା ପରି ମନେ ହେଉଥିବା ଏଇ ନୂଆ ଗଳ୍ପଗୁଡ଼ିକର ବିଶେଷତ୍ୱ ହେଲା ଜୀବନର ଜଟିଳ ଓ ବ୍ୟାପକ ଯଥାର୍ଥଗୁଡ଼ିକର ଅଭିବ୍ୟକ୍ତି । ଏଠାରେ ପ୍ରାଞ୍ଜଳ, ପରିବର୍ତ୍ତିତ ପରିବେଶର ଅନୁକରଣରେ ନିଜର ନବ୍ୟ ଦୃଷ୍ଟିକୋଣର ପରିପ୍ରେକ୍ଷୀରେ ଆମ ପରିଚିତ ସମାଜର ଅଭ୍ୟନ୍ତରରେ ଘଟୁଥିବା ଘଟଣା ବର୍ଣ୍ଣିତ । ଏଇ ନାଟ୍ୟ କାହାଣୀଗୁଡ଼ିକ ଆମ ଦେଶ ସ୍ୱାଧୀନତା ପାଇଛି କି ନାହିଁ ସେ ସମ୍ପର୍କରେ ସନ୍ଦେହ ବ୍ୟକ୍ତ କରନ୍ତି । ଅର୍ଥାତ୍ ମୋହ ଭଙ୍ଗର ପୃଷ୍ଠଭୂମିରେ ଏ ଗୁଡ଼ିକ ରଚିତ । ରାଜନୈତିକ ପଟ୍ଟଭୂମିରେ ମଧ୍ୟ ସେବା, ତ୍ୟାଗ, କରୁଣା, ସତ୍ୟ ଓ ପ୍ରେମ ଆଦି ଗାନ୍ଧୀବାଦୀ ମୂଲ୍ୟବୋଧମାନଙ୍କର ବିଘଟନ ସମ୍ପର୍କରେ ଏହି ଗଳ୍ପଗୁଡ଼ିକ ସଚେତନ । ମଧ୍ୟବର୍ଗୀୟ ନିରାଶା, ହତାଶା ଓ ପୀଡ଼ାଗୁଡ଼ିକୁ ଏଠାରେ ସନ୍ନିବଦ୍ଧ ହୋଇଥିବା କ୍ଷୁଦ୍ର ନାଟକଗୁଡ଼ିକ ପ୍ରତିଫଳନ କରୁଛନ୍ତି । ଏଇ ନାଟକଗୁଡ଼ିକର ଗୋଟିଏ ପ୍ରମୁଖ ଲକ୍ଷଣ ହେଲା ସାଙ୍କେତିକତା । ପୁରୁଣା ନାଟକମାନଙ୍କରେ ମଧ୍ୟ ସାଂକେତିକତା ଥିଲା । କିନ୍ତୁ ସେଗୁଡ଼ିକ ବୈଚାରିକ ସ୍ତର ପର୍ଯ୍ୟନ୍ତ ସୀମିତ ଥିଲା । ଏଗୁଡ଼ିକରେ ନୈତିକବୋଧର ବିଘଟନର ବିକଳ ଚିତ୍ର ଉପଲବ୍ଧ । ଆଶା କରୁଛି, ଏହା ଜୀବନର ଜଳଛବିମାନଙ୍କ ଠାରୁ ଅଧିକ ସ୍ପଷ୍ଟ ଓ ଅଧିକ ମର୍ମସ୍ପର୍ଶୀ ହେବ । ନାଟକକୁ ମୁଁ ସାମ୍ବାଦିକର ସତ୍ୟ ଠାରୁ ଊର୍ଦ୍ଧ୍ୱରେ ରଖିବାକୁ ଚାହୁଁଛି ।

Full Product Details

Author:   Ramesh Prasad Panigrahi
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.70cm , Length: 21.60cm
Weight:   0.336kg
ISBN:  

9781645606642


ISBN 10:   1645606643
Pages:   288
Publication Date:   11 March 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

Ramesh P. Panigrahi(1944)is present on the stage for the last 60 years serving the readers/ audience in different capacities, acting, directing, stage designing and occasionally translating from other languages. Author of 91 plays, 2 novels, more than 100 lyrics for All India Radio and seven fat volumes of theatre criticism, Panigrahi aims to elucidate without fear or favour experiences of a timeless world. When you skim and flip through the pages of these plays searching for the author's design, you would perhaps decipher something unusual, may be sometimes alien.

Tab Content 6

Author Website:  

Countries Available

All regions
Latest Reading Guide

NOV RG 20252

 

Shopping Cart
Your cart is empty
Shopping cart
Mailing List