Kosal Bahir Juan Sor( କୋସଲ ବାହିର ଯୁଆନ ସୋର)

Author:   Saket Sreebhusan
Publisher:   Vidya Publishing Inc.
Edition:   Large type / large print edition
ISBN:  

9781998475926


Pages:   220
Publication Date:   25 August 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $44.88 Quantity:  
Add to Cart

Share |

Kosal Bahir Juan Sor( କୋସଲ ବାହିର ଯୁଆନ ସୋର)


Overview

""କୋସଲ ବାହିର ଯୁଆନ ସୋର"" ବହିଥି ପଶ୍ଚିମ ଓଡ଼ିଶାର ଯୁଆନ ତାକତବର କାବ୍ୟ ପ୍ରତିଭା ମାନକର ଛାଁଟଲା ଲେଖାକେ ସଁକଲିଛନ ଜନାଶୁନା ଲେଖକ ସାକେତ ଶ୍ରୀଭୂଷଣ ସାହୁ। କାବ୍ୟ ପ୍ରତିଭା ମାନକର ମେନମେନସା ସୋରଥି ସଜେଇ ହେଇଛେ ଫରଦମାନେ। ଗୁହେର ମନ ଭିତରର ଭାବ, ସାର ବିଚାର, ଜଟିଳ ସତ, ଆଦି ଥି ଉସାରପିସାର ହେଇଛେ କେନଭାସ। ଭାବନାକେ ଜୀବନ ଦେଇଛନ; କେତେବେଲେ ଜୀବନ ଫିଲୋସଫି ତ କେତେବେଲେ ପ୍ରେମ, କେତେବେଲେ ଦାଦନ ସମସ୍ୟା ଥି ଯୁଝୁଥିବା ଜୀବନ ତ ଫେର କେତେବେଲେ ବ୍ୟକ୍ତିଗତ ଜୀବନର ଅନୁଭବକେ କାଗଜ ଥି ଉତରେଇଛନ। ଇଲାକା ନୁ ଖପିଯଉଥିବା ସଂସ୍କୃତି ବାବଦେ ବି ସୋର ଉଠେଇଛନ କବିମାନେ। ରାଜନୈତିକ ସାମାଜିକ ପ୍ରତିଷ୍ଠାନ ଆଗାଡେ ଅର୍ଦ୍ଦଲି କରୁଛନ କବିତାମାନେ ଉଜନଦାର ଭାଷାଥି ଗୁର୍ହଇ ହେଇ କୋସଲବାହିର ସୁନ୍ଦରପନକେ ଉଵାଗର କରିଛନ। ଇ ବହିର କବିତାମାନେ ଉର୍ଘା ମେଟେଇ ଦେଇପାରବେ, ଯୁଆନ ହେଲେ ବି ସିଆନକୁ ଶିଖେଇ ଦେବାର ତାକତ ରଖିଛନ। ବଏସ ଥି ଯୁଆନ ଜରୁର ହେଲେ ଟାନ ଆର ବରକସ। ଶବ୍ଦର ବେଭାର, ଆର ତକନିକ ଥି ପୁଖତ ଲାଗୁଛନ। ହରେକ କବିତା ମୁନୁଷପନ ଆର ଆତ୍ମାକେ ଯୁଡୁଛନ।

Full Product Details

Author:   Saket Sreebhusan
Publisher:   Vidya Publishing Inc.
Imprint:   Vidya Publishing Inc.
Edition:   Large type / large print edition
Dimensions:   Width: 14.00cm , Height: 1.40cm , Length: 21.60cm
Weight:   0.236kg
ISBN:  

9781998475926


ISBN 10:   1998475921
Pages:   220
Publication Date:   25 August 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List