Khetapurana

Author:   Akhila Nayak ,  Naresh Suna ,  Tapu Nayak
Publisher:   Black Eagle Books
ISBN:  

9781645601715


Pages:   66
Publication Date:   08 March 2021
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $26.40 Quantity:  
Add to Cart

Share |

Khetapurana


Overview

ନିଃସନ୍ଦେହରେ ""ଖେତପୁରାଣ"" ଅଖିଳଙ୍କ ଏକ ଅନବଦ୍ୟ କୃତି । ଏଥିରେ ସନ୍ନିହିତ ପ୍ରତେକ୍ୟଟି କବିତା କାହାଣୀ ଧର୍ମୀ । କବିତାର ଶବ୍ଦଚର୍ଯ୍ୟା ସରଳ ଓ ଲୌକିକତାରେ ସୌନ୍ଦର୍ଯ୍ୟବନ୍ତ । ଲକ୍ଷଣୀୟ ଭାବରେ ଏଥିରେ କଳାହାଣ୍ଡି ମାଟିର ଭାଷାର, ମୂଳନିବାସୀ ସଂସ୍କୃତିର ସମସ୍ତ ସରଳ ମାଧୁର୍ଯ୍ୟକୁ ଭେଟିହୁଏ । ସର୍ବୋପରି କବିତାଗୁଡ଼ିକରେ ଲୋକଗୀତଛନ୍ଦର ସଫଳ ପ୍ରୟୋଗ ଓ ପ୍ରତିଫଳନ ଓଡ଼ିଆ ସାହିତ୍ୟ ପାଇଁ ଅବଶ୍ୟ ଦୃଷ୍ଟାନ୍ତମୂଳକ ଭାବରେ ଅଭିନବ ଶ୍ରୁତି ସୁଖଦ । ""ଖେତପୁରାଣ"" ପ୍ରଚଣ୍ଡ ପ୍ରତିସ୍ପର୍ଦ୍ଧା ସହ ନିମ୍ନଜନର ସାଂସ୍କୃତିକ ସୌନ୍ଦର୍ଯ୍ୟଶାସ୍ତ୍ରକୁ କେବଳ ରୁଦ୍ଧିମନ୍ତ କରେ ନାହିଁ, ବ୍ରାହ୍ମଣ୍ୟବାଦୀ- ପୁଞ୍ଜିବାଦୀ ବ୍ୟବସ୍ଥା ବିରୁଦ୍ଧରେ ଏକ ଜୀବନ୍ତ ପ୍ରତିରୋଧକୁ ଆଗେଇ ନେବାର କାବ୍ୟିକ ସାମର୍ଥ୍ୟ ରଖେ । ""ଖେତପୁରାଣ""ରେ ମୂଳନିବାସୀର ଅସ୍ମିତାବୋଧ ଏକ ଶ୍ରେଣୀ ସଂଘର୍ଷରେ ପ୍ରତିଷ୍ଠିତ ହୁଏ । ଏଥିରେ ସନ୍ନିହିତ ଯେକୌଣସି କବିତା ଆମୂଳଚୂଳ ଏହାର ସୁଦୃଷ୍ଟାନ୍ତ, ଯାହା ସାଧାରଣ ପାଠକଟିଏ ମଧ୍ୟ ହୃଦ୍]ବୋଧ କରିପାରେ । ଯେତେବେଳେ କବିତା ପାଠକଠାରୁ ଦୂରେଇଯାଉଛି ବୋଲି ହୁରିପଡ଼ିଛି, ଖେତପୁରାଣ ସେହି କୁଣ୍ଠିତ ଧାରା ବିପକ୍ଷରେ ଏକ ଶକ୍ତିଶାଳୀ ବିକଳ୍ପ ସୃଜନ ବୋଲି କୁହାଯାଇପାରେ । ଓଡ଼ିଆ କାବ୍ୟ ସାହିତ୍ୟରେ ଅଖିଳଙ୍କ ଏହି ସଂକଳନସ୍ଥ କବିତାଗୁଡ଼ିକ ଜନବାଦୀଧାରାର ଏକ ଏକ କ୍ଲାସିକ୍ ସୃଷ୍ଟି ରୂପରେ ନିଶ୍ଚୟ ଜନାଦୃତ ହେବ ।

Full Product Details

Author:   Akhila Nayak ,  Naresh Suna ,  Tapu Nayak
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.40cm , Length: 21.60cm
Weight:   0.095kg
ISBN:  

9781645601715


ISBN 10:   1645601714
Pages:   66
Publication Date:   08 March 2021
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

Akhila Nayak (born March 13, 1970 at Rainguda, Kalahandi, India) is a poet and teaches Odia language and literature at Kalahandi Autonomous College. His published poetry collections are Gadhuabela (1993), Gulikhati (1996), Dhobapharaphara (2001) and Dhin (2008). His novels are Bheda (2010) and Abija (2020), translation novel is Satadina (2008). His novel Bheda was translated in English and published in 2017.

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List