|
![]() |
|||
|
||||
OverviewFull Product DetailsAuthor: Rupa Goswami , Manoranjan PattanayakPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.70cm , Length: 21.60cm Weight: 0.159kg ISBN: 9781645605294ISBN 10: 1645605299 Pages: 118 Publication Date: 14 March 2024 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationରୂପ ଗୋସ୍ୱାମୀ (୧୪୮୯-୧୫୬୪)ଙ୍କର 'ହଂସଦୂତ' ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରେ ରଚନା କରାଯାଇଥିଲା । 'ହଂସଦୂତ'ରେ ପ୍ରେମଲୀଳା ସଂବଧିତ ଏବଂ ଧାର୍ମିକ ପ୍ରେମର ସମିଶ୍ରଣ ସୃଷ୍ଟି ହୋଇଛି ଗୋଟିଏ କବିତା ସୃଷ୍ଟି କରିବା ପାଇଁ ଯାହା କୃଷ୍ଣଙ୍କ ପ୍ରେମରେ ଜାଜ୍ୱଲ୍ୟମାନ । ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରେଷ୍ଠ ବିଦ୍ୱାନ, ପରମ ଭକ୍ତ, ତ୍ୟାଗୀ, ଉଦାର-ହୃଦୟ-ମୁକୁଟମଣି ରୂପ ଗୋସ୍ୱାମୀଙ୍କର ପୂର୍ବପୁରୁଷ କର୍ଣ୍ଣାଟକରୁ ଆସି ପଶ୍ଚିମ ବଙ୍ଗରେ ବସବାସ କରିଥିଲେ । ରୂପ ଗୋସ୍ୱାମୀଙ୍କ ଜନ୍ମ ୧୪୮୯ ମସିହାରେ ନୌହାଟୀ ଗ୍ରାମରେ ହୁଏ । କିନ୍ତୁ ତାଙ୍କ ଜନ୍ମସ୍ଥାନକୁ ନେଇ ଅନ୍ୟ କେତେକ ଜୀବନୀକାରଙ୍କ ମତ ଯେ, ତାଙ୍କର ଜନ୍ମସ୍ଥାନ ଥିଲା ବକ୍]ଲା ଚନ୍ଦ୍ରଦ୍ୱୀପ କିମ୍ବା ଫତେୟାବାଦ ପ୍ରଗଣା, ଜେଶୋର, ପୂର୍ବବଙ୍ଗରେ (ଯାହା ବର୍ତ୍ତମାନ ବାଙ୍ଗ୍]ଲାଦେଶରେ ଅବସ୍ଥିତ) । ରୂପ ଗୋସ୍ୱାମୀଙ୍କ ପିତାଙ୍କ ନାମ ଥିଲା କୁମାର ଦେବ ଆଉ ମାତାଙ୍କ ନାମ ଥିଲା ରେବତୀ ଦେବୀ । କୁମାର ଦେବ କର୍ଣ୍ଣାଟକର ଜଗତ୍]ଗୁରୁ ବଂଶର ଥିଲେ । Tab Content 6Author Website:Countries AvailableAll regions |