|
|
|||
|
||||
Overviewଗୀତ ଫୁଲର ବାସ୍ନା ନିଆରା । ଗୀତ ଫୁଲର ବଗିଚାରେ ଫୁଲମାନଙ୍କ ସୁରଭି ବାଣ୍ଟୁଥିବାକବି ଡ. ଗୋବିନ୍ଦ ଚନ୍ଦ୍ର ଦାଶ । ଶବ୍ଦ ମାନଙ୍କର ଶୂନ୍ୟ ସଡ଼କର କଡ଼େ କଡ଼େ ଅନେକ ଅଚିହ୍ନା, ଅଲୋଡ଼ା, ଅମୁହାଁ ଗଛ । ଗଛ ଡାଳରେ ଓହଳିଛି ଗୀତ ଫୁଲ ସବୁ, ବାସ୍ନାରେ ବିସ୍ମୟ ବିଭୋର ମନ, ସମୟର ଶକ୍ତ ଟାଣ ମୁଠାରେ ଚିରକାଳ ବନ୍ଦୀଥିବା ଦୁଃଖର ତାଡ଼ନା, ଜୀବନ ଜିଇଁବାର ନିର୍ଦ୍ଦିଷ୍ଟତା ଭିତରେ ଅନେକ ଅମୃତ ଅନୁଭବ ଓ ଗତିଶୀଳ ସମୟର ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନିର୍ଦ୍ଦିଷ୍ଟ ଆନନ୍ଦର ନିଜସ୍ୱତା । ଜଣେ ସଫଳ ଗୀତିକାର ତଥା ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ଡ. ଦାଶଙ୍କର ଏହି ପଞ୍ଚଦଶ କବିତା ସଂକଳନଟି ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତି ଲାଭ କରିବ ଏହା ନିଃସନ୍ଦେହ । Full Product DetailsAuthor: Govind Chandra DashPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.80cm , Length: 21.60cm Weight: 0.163kg ISBN: 9781645608028ISBN 10: 1645608026 Pages: 136 Publication Date: 08 December 2025 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor InformationTab Content 6Author Website:Countries AvailableAll regions |
||||