Fika Basanta

Author:   Kamala Prasad Mohapatra
Publisher:   Black Eagle Books
ISBN:  

9781645607250


Pages:   160
Publication Date:   07 August 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $39.60 Quantity:  
Add to Cart

Share |

Fika Basanta


Overview

ଜଣେ ସାହିତ୍ୟିକ ସମକାଳୀନ ସମାଜରେ ନିଜର ଜୀବନଚର୍ଯ୍ୟା ମଧ୍ୟରେ ସାମାଜିକ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ କେତେକ ଅନୁଭବ ଅନୁଭୂତି, ଅନ୍ୟାୟ, ଅସଙ୍ଗତି,ପ୍ରତିକୂଳ ପରିସ୍ଥିତି ଶୋଷଣ କୁସଂସ୍କାର ବିରୋଧରେ ନିଜ ଲେଖନୀ ମାଧ୍ୟମରେ ସ୍ୱର ଉତ୍ତୋଳନ କରିଥାଏ ଯାହାର କି ଏକ ସୁଦୂର ବିସ୍ତାରି ପ୍ରଭାବ ସମାଜ ଉପରେ ପଡ଼ିବା ଫଳରେ କିଛିଟା ସଂସ୍କାର ଆସିଥାଏ। ଅନୁରୂପ ଭାବେ ଜୀବନ ଜଞ୍ଜାଳ ତେଲ ଲୁଣ ସଂସାର ସାମାଜିକ ନୈତିକ ଦାୟିତ୍ୱ ନର୍ବାହ କରିବା ବେଳେ କେତେକ ଅନୁଭୂତି ଓ ଅନୁଭବର ପ୍ରତିଫଳନ ହୋଇଛି ମୋର ଏହି କବିତା ସଙ୍କଳନ 'ଫିକା ବସନ୍ତ'ରେ। କବିତାଗୁଡ଼ିକ ନୈତିକତା, ମାନବୀୟ ମୂଲ୍ୟବୋଧ ଓ ସାଙ୍କେତିକ ସଂସ୍କାର ଉପରେ ପର୍ଯ୍ୟବେଷିତ, କବିତା ସଙ୍କଳନଟି ପାଠକୀୟ ଆଦୃତି ଲାଭ କଲେ ମୋର ଶ୍ରମ ସାର୍ଥକ ହେବ। ---କମଳା ପ୍ରସାଦ ମହାପାତ୍ର

Full Product Details

Author:   Kamala Prasad Mohapatra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.90cm , Length: 21.60cm
Weight:   0.191kg
ISBN:  

9781645607250


ISBN 10:   1645607259
Pages:   160
Publication Date:   07 August 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଡଃ କମଳା ପ୍ରସାଦ ମହାପାତ୍ର ସର୍ଜନଶୀଳ ସାହିତ୍ୟ ଓ ଗଠନ ମୂଳକ, ନିରପେକ୍ଷ ସମାଲୋଚନା, ଅନୁବାଦ ଓ ଅନୁସୃଜନ କ୍ଷେତ୍ରରେ ଏକ ଶ୍ରଦ୍ଧାଶୀଳ ନାମ। ଡଃ ମହାପାତ୍ର ଜଗତସିଂହପୁର ଜିଲ୍ଲାର ପଳସୁଧା ଗ୍ରାମରେ ୧୯୫୪ ମସିହା ଅଗଷ୍ଟ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଇଂରାଜୀ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ରେଭେନ୍]ସା ମହାବିଦ୍ୟାଳୟ ଓ ପି.ଏଚଡ଼ି ଉପାଧି ଉତ୍କଳ ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହ ହାସଲ କରି ଓଡ଼ିଶାର ସ୍ୱନାମଧନ୍ୟ ସମ୍ଭ୍ରାନ୍ତ ସ୍ନାତକୋତ୍ତର ମହାବିଦ୍ୟାଳୟମାନଙ୍କରେ ଦୀର୍ଘ ୩୨ ବର୍ଷ ଅଧ୍ୟାପନା କରିବା ପରେ ଚାରି ବର୍ଷ କାଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ନିର୍ବାହ କରି ଅବସର ଗ୍ରହଣ ପରେ ଭୁବନେଶ୍ୱରରେ ଅବସ୍ଥାନ କରୁଛନ୍ତି। ଛାତ୍ର ଜୀବନରୁ ଡଃ ମହାପାତ୍ର ସୃଜନଶୀଳ ଲେଖା ସମଲୋଚନା ମୂଳକ ଗବେଷଣାତ୍ମକ ନିବନ୍ଧ, ସମ୍ବାଦପତ୍ରରେ ସ୍ତମ୍ବ ଟି.ଭି. ଆଲୋଚନା, ମଞ୍ଚ ଅଭିନୟ ପି.ଏଚଡ଼ି ଗବେଷଣା ମାର୍ଗଦର୍ଶନ ଆଦିରେ ଗଭୀର ରୁଚି ରଖି ଆସିଛନ୍ତି ତାଙ୍କର ଓଡ଼ିଆ ଓ ଇଂରାଜୀ ଭାଷାରେ ଅନେକ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ ଓ ଗବେଷଣାତ୍ମକ ନିବନ୍ଧ ଆଦି ଅନେକ ପ୍ରତିଷ୍ଠିତ ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଅଛି।

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List