Coronakala

Author:   Sumitra Mishra
Publisher:   Black Eagle Books
ISBN:  

9781645602767


Pages:   112
Publication Date:   21 May 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $25.85 Quantity:  
Add to Cart

Share |

Coronakala


Overview

""" କରୋନା କାଳ"" ବହିଟି ଡ ସୁମିତ୍ରା ମିଶ୍ରକଂର ପ୍ରଥମ ଏକାଙ୍କିକା ସଂକଳନ ।ଏଥିରେ ସନ୍ନିବେଶିତ ମାତ୍ର ଚାରି ଟି ଏକାଙ୍କିକା।ସବୁଗୁଡିକ କରୋନା ସମୟର ବିଭିନ୍ନ ପରିସ୍ଥିତିର ବାସ୍ତବ ଚିତ୍ର ବହନ କରେ!! କରୋନା ମହାମାରୀ କାଳରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଅବଶେଷ ରେ ସମସ୍ତେ ରୋଗ ଓ ମୃତ୍ୟୁକୁ ବିଭିନ୍ନ ରୂପରେ ସାମ୍ନା କରିଛନ୍ତି। ଏହି ପୀଡ଼ା ଲେଖିକା ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି ନାଟକଗୁଡ଼ିକ ରେ! କରୋନା ଉପରେ ଲେଖିକାଙ୍କ ର ଦୁଇଟି ଗଳ୍ପ "" କରୋନା କବଳେ"" ଓ "" କରୋନା କାଳୀକା"", ଗୋଟିଏ କବିତା ବହି "" କରୋନା କଷଣ"" ପ୍ରକାଶିତ ହୋଇ ସାରିଛି।"

Full Product Details

Author:   Sumitra Mishra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.150kg
ISBN:  

9781645602767


ISBN 10:   1645602761
Pages:   112
Publication Date:   21 May 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

"ମେଜର ଡ ସୁମିତ୍ରା ମିଶ୍ର ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପିକା ରୂପେ ବୃତ୍ତିଗତ ଜୀବନ ବିତାଇ ଅବସର ପରେ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲେଖନୀ ଚାଳନା ଜାରି ରଖିଛନ୍ତି। ସେ ଜଣେ ସମ୍ବେଦନଶୀଳା ସାହିତ୍ୟିକା । ଗଳ୍ପ ହେଉ ବା କବିତା, ନାଟକ ହେଉ ବା ପ୍ରବନ୍ଧ, ତାକଂ ମନନଶୀଳତାର ରଂଗ, ରସ ଛୁଇଁ ଯାଏ ଭୂମିରୁ ଭୂମା ପର୍ୟ୍ୟନ୍ତ ଓ ଭିଜେଇ ଦିଏ ସକଳ ପ୍ରାଣୀକଂ ବେଦନାସିକ୍ତ ହୃଦୟ। ଶବ୍ଦକୁ କେବେ ଅଶ୍ୱ, କେବେ ପ୍ରଜାପତି କରି ସେ ସୃଷ୍ଟି କରନ୍ତି ଆବେଗର ଇନ୍ଦ୍ରଜାଲ! କବିକଂର କେତୋଟି ପ୍ରକାଶିତ ଗ୍ରନ୍ଥ ହେଲା, ""ଉଦାସ ଗୋଧୂଳି"", ""ମନ ମୂର୍ଛନା"", ""ପ୍ରୀତିପୁଷ୍ପା"", ""ବର୍ଷା ବୀଥିକା"",""ଅନ୍ତର୍ଦ୍ଧ୍ଵନୀ"" ""ତନୁତୀର୍ଥ"" (କବିତା), ""ଆହତ ଅପରାହ୍ନ"", ""ନିଶବ୍ଦ ଭଉଁରୀ"", ""ପଣତ କାନିରେ ଆକାଶ"", ""କାରୋନା କବଳେ"", ""କରୋନା କ।ଳିକା"", "" ଭିନ୍ନ ପ୍ରଜାତିର ପ୍ରଜାପତି"" (ଗଳ୍ପ), ""ପଥପ୍ରାନ୍ତେ"", ""ବାତ୍ଯାପରେ"", ""ବିସ୍ଥାପନ""(ନାଟକ), ""କ୍ରୀତଦାସତ୍ୱର ବାର ବର୍ଷ"", ""ବଟ ବୃକ୍ଷ ଛାୟାରେ ଓ ଅନ୍ୟାନ୍ୟ ଗଳ୍ପ"", ""The Lord of Time""( ସମୟ ପୁରୁଷ) ଆଦି ଅନୁବାଦ ପୁସ୍ତକ ।"

Tab Content 6

Author Website:  

Countries Available

All regions
Latest Reading Guide

NOV RG 20252

 

Shopping Cart
Your cart is empty
Shopping cart
Mailing List