Chinta Chetanara Swara

Author:   Bigyani Das
Publisher:   Black Eagle Books
ISBN:  

9781645607465


Pages:   166
Publication Date:   17 September 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $39.60 Quantity:  
Add to Cart

Share |

Chinta Chetanara Swara


Overview

ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ, ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ, ଯେଉଁ ସବୁ ଅନୁଭବକୁ ଅଜାଗା ଘା' ଭଳି ଅନ୍ୟ କାହା ଆଗରେ କହି ହୁଏନି, ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି, ଶବ୍ଦକୁ ଖଞ୍ଜି ଦେଇ ବାକ୍ୟ ସୃଷ୍ଟି କରନ୍ତି ଓ ବେଳେବେଳେ ଗୀତ ଖଞ୍ଜି ସ୍ୱର ବି ଦିଅନ୍ତି । ସେତେବେଳେ ମନ ଅସ୍ଥିର ହୁଏ । ସେସବୁ ଅନୁଭବକୁ ଲେଖି ନ ପକାଇବା ପର୍ଯ୍ୟନ୍ତ ମନ ଆନ୍ଦୋଳିତ ରହୁଥାଏ, କିନ୍ତୁ ଲେଖି ସାରିବା ପରେ ପ୍ରଶାନ୍ତି ଆସେ, ମନ ସ୍ଥିର ହୁଏ । ଦୈନନ୍ଦିନ ଜୀବନର ଅନ୍ୟ ସବୁ ଦାୟିତ୍ୱ ଉପରେ ମନୋନିବେଶ କରିବାକୁ ସମୟ ମିଳେ । ମୋ ଭିତରର ଚିନ୍ତା, ଚେତନାର ସ୍ୱରକୁ ଶୁଣି ରଚନା କରିଥିବା କିଛି କବିତାକୁ ନେଇ ମୁଁ ଏ କବିତା ପୁସ୍ତକଟିରେ ମାଳାଟିଏ ଗୁନ୍ଥିଛି । ଆଶା, ମୋର ଏ ମାଳାଟି ପାଠକ, ପାଠିକା ମାନଙ୍କର ହୃଦୟକୁ ଛୁଇଁପାରିବ । --ଡକ୍ଟର ବିଜ୍ଞାନୀ ଦାସଡେଟନ୍], ମେରୀଲାଣ୍ଡ

Full Product Details

Author:   Bigyani Das
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.00cm , Length: 21.60cm
Weight:   0.200kg
ISBN:  

9781645607465


ISBN 10:   1645607461
Pages:   166
Publication Date:   17 September 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

ଡକ୍ଟର ବିଜ୍ଞାନୀ ଦାସ ଜଣେ ଗାଣିତିକ ବିଜ୍ଞାନୀ (ମାଥମେଟିକାଲ ସାଇଣ୍ଟିଷ୍ଟ୍) ଓ ସଂପ୍ରତି ନୋଆ (ନେସ୍]ନାଲ୍] ଓସେନିକ୍] ଆଣ୍ଡ୍ ଆଟମୋସ୍ଫେରିକ ଆଡ୍]ମିନିଷ୍ଟ୍ରେସନ୍])ରେ କାମ କରନ୍ତି । ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀରେ ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଥିଲେ ।ଏଇ କବିତା ସଙ୍କଳନଟି ଡକ୍ଟର ବିଜ୍ଞାନୀ ଦାସଙ୍କର ଦ୍ଵିତୀୟ କବିତା ସଙ୍କଳନ ଓ ଏକାଦଶତମ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ ""ସଂପର୍କ"" ୨୦୦୧ରେ ଓ ତାଙ୍କର ପ୍ରଥମ କବିତା ସଙ୍କଳନ ""ସଂପର୍କର ସେତୁ"" ୨୦୧୫ରେ ପ୍ରକାଶିତ ହୋଇଥିଲା । ଏହା ମଧ୍ୟରେ ତାଙ୍କର ଅନ୍ୟ ୭ଟି ଗଳ୍ପ ସଙ୍କଳନ, ""ରହସ୍ୟ'' ୨୦୧୩ରେ, ""ଅଣାୟତ ଭାଗ୍ୟ"" ୨୦୧୭ରେ, ""ମାନିଲେ ଦେବତା"" ୨୦୧୯ରେ, ""ବଦଳି ଯାଉଥିବା ପୃଥିବୀ"" ଓ ""ବିଚିତ୍ର ମନ"" ୨୦୨୨ରେ, ""ଈଶ୍ୱରଙ୍କ ହସ"" ୨୦୨୩ରେ ଓ ""ଶିଷ୍ଟାଚାର"" ୨୦୨୪ରେ ପ୍ରକାଶିତ ହୋଇଛି । ତାଙ୍କର ଉପନ୍ୟାସ ""ବସନ୍ତ ପଲ୍ଲବୀ"" ୨୦୧୮ରେ ପ୍ରକାଶିତ ହୋଇଛି । ଏତଦ୍] ବ୍ୟତୀତ ସେ ଦୁଇଟି ସଙ୍ଗୀତ କ୍ୟାସେଟ୍], ""ମନତରଙ୍ଗ"" ଓ ""କୁସୁମାଞ୍ଜଳି""ର ଲିରିସିଷ୍ଟ୍ । ଡକ୍ଟର ବିଜ୍ଞାନୀ ଦାସଙ୍କର ଗଳ୍ପ ଓ କବିତା ସମସ୍ତ ତାଙ୍କର ପ୍ରବାସୀ ଜୀବନର ଅଭିଜ୍ଞତା ଉପରେ ଆଧାରିତ ।

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List