|
|
|||
|
||||
Overviewବ୍ଲାକ ଈଗଲ ବୁକ୍ସ ପ୍ରକାଶନ ଦ୍ୱାରା ମୋର ଏକ ଭିନ୍ନ ଧରଣର ପୁସ୍ତକ 'ଭିନ୍ନ ପ୍ରସଙ୍ଗ ଭିନ୍ନ ଅଭିବ୍ୟକ୍ତି' ପ୍ରକାଶ ପାଇବାକୁ ଯାଉଛି । ଏଥିରେ ମୋର ଦକ୍ଷିଣ ଭାରତର ଭ୍ରମଣବୃତାନ୍ତ, ଭଦ୍ରକ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର କିୟଦଂଶ, ସାହିତ୍ୟ, ସଂସ୍କୃତି, ସାମାଜିକ ପ୍ରସଙ୍ଗ, ଖବରକାଗଜରେ ପ୍ରକାଶିତ ସ୍ତମ୍ଭ ଲେଖ ଇତ୍ୟାଦି ବହୁବିଧ ବିଷୟ ସ୍ଥାନିତ । ଏହା ଏକ ସଂରକ୍ଷଣୀୟ ପୁସ୍ତକ ହେବା ସହ ପାଠକୀୟ ଆଦୃତି ଲାଭ କରିବାର ବିଶ୍ୱାସ ରଖୁଛି । --ପ୍ରଫେସର ଡ ଶଶଧର ଦାସ Full Product DetailsAuthor: Shashadhar DasPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.00cm , Length: 21.60cm Weight: 0.204kg ISBN: 9781645608356ISBN 10: 1645608352 Pages: 170 Publication Date: 23 February 2026 Audience: General/trade , General Format: Paperback Publisher's Status: Active Availability: Available To Order We have confirmation that this item is in stock with the supplier. It will be ordered in for you and dispatched immediately. Language: Oriya Table of ContentsReviewsAuthor Informationପ୍ରଫେସର ଡ ଶଶଧର ଦାସ ଜଣେ ପ୍ରବୀଣ ଅଧ୍ୟାପକ ଓ ଗବେଷକ ଭାବରେ ମଧ୍ୟ ସୁଖ୍ୟାତ । Tab Content 6Author Website:Countries AvailableAll regions |
||||