Ashtapadi

Author:   Sitakant Mahapatra
Publisher:   Black Eagle Books
ISBN:  

9781645603368


Pages:   152
Publication Date:   15 November 2022
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $36.96 Quantity:  
Add to Cart

Share |

Ashtapadi


Add your own review!

Overview

'ଅଷ୍ଟପଦୀ' ସୀତାକାଂତଂକର ଦ୍ୱିତୀୟ କବିତା-ଗ୍ରଂଥ । ପୂର୍ବରୁ 'ଦୀପ୍ତି ଓ ଦ୍ୟୁତି'ରେ ତାଂକର ଅନେକଗୁଡ଼ିଏ କ୍ଷୁଦ୍ର କବିତା ଏକତ୍ରିତ ହୋଇ ପ୍ରକାଶ ପାଇଥିଲା । 'ଅଷ୍ଟପଦୀ'ର କବିତାଗୁଡ଼ିକ ଦୀର୍ଘ ଓ କେତେକ ପରିମାଣରେ ପରୀକ୍ଷାମୂଳକ । ଆଜି ଓଡ଼ିଶାର କାବ୍ୟ-ରସିକ-ବିଦଗ୍]ଧ ପାଠକ କେତେକ ଅତି ଉତ୍କୃଷ୍ଟ ବୁଦ୍ଧି ଓ ଅନୁଭୂତି-ଦୀପ୍ତ କବିତା ପାଇଁ ତାଂକ ନିକଟରେ ଋଣୀ । 'ଦୀପ୍ତି ଓ ଦ୍ୟୁତି'ର କବିତାଗୁଡ଼ିକ ଜୀବନପ୍ରତି ଏକ ନିଦ୍ଦିଷ୍ଟ କାବ୍ୟ-ପ୍ରତିକ୍ରିୟାରୁ ଉଦ୍ଭବ ଓ ସେହି ଦୃଷ୍ଟିରୁ ସେଗୁଡ଼ିକ ପରସ୍ପର ସହିତ ସଂପର୍କିତ । 'ଅଷ୍ଟପଦୀ'ର ମୂଳରେ ସେହି ଏକା କାବ୍ୟ-ପ୍ରତିକ୍ରିୟା ଲକ୍ଷଣୀୟ, କିନ୍ତୁ ଏଠାରେ କବିତାଗୁଡ଼ିକ ଅଧିକତର ସଂଗଠିତ ଓ ପରସ୍ପର ସହିତ ଘନିଷ୍ଠ ସଂପର୍କଯୁକ୍ତ । 'ଅଷ୍ଟପଦୀ'ର ଆଠଟି କବିତାକୁ ଗୋଟିଏ ମୂଳକଥା ବା ଥିମ୍]ର ବିଭିନ୍ନ ପ୍ରକାଶ ଭାବରେ ଗ୍ରହଣ କରାଯାଇପାରେ । ବିଭିନ୍ନ ବାହ୍ୟ ସଜ୍ଜା ଓ ବିକ୍ଷିପ୍ତ ଚିଂତାର ଅଂତରାଳରୁ ଏହି ଥିମ୍]ର ଦୃଢ଼ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ । 'ଅଷ୍ଟପଦୀ', 'ଦୀପ୍ତି ଓ ଦ୍ୟୁତି'ଠାରୁ ଅଧିକତର ସଚେତ ଓ ବୁଦ୍ଧିଦୀପ୍ତ, ରଚନା ଓ ବିଶେଷକରି ଥିମ୍]ର ଘନିଷ୍ଠତା ଓ ପ୍ରକାଶ-ଭଂଗୀରେ 'ଅଷ୍ଟପଦୀ'ର ଆଧୁନିକ ଚେତନା ଅଂତନିର୍ହିତ ।

Full Product Details

Author:   Sitakant Mahapatra
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.90cm , Length: 21.60cm
Weight:   0.200kg
ISBN:  

9781645603368


ISBN 10:   1645603369
Pages:   152
Publication Date:   15 November 2022
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

"ଆଧୁନିକ ଓଡ଼ିଆ କବିତାରେ ପ୍ରୟୋଗବାଦକୁ ନୂତନ ଦିଗ ପ୍ରଦର୍ଶନ କରିଥିବା ଯଶସ୍ୱୀ ସ୍ରଷ୍ଟାପୁରୁଷ ସୀତାକାନ୍ତ ମହାପାତ୍ର ସେପ୍ଟେମ୍ବର ୨୩, ୧୯୩୭ରେ କଟକ ଜିଲ୍ଲାସ୍ଥ ଚିତ୍ରୋତ୍ପଳା ନଦୀତଟବର୍ତ୍ତୀ ମାହାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୫୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଏମ୍].ଏ. ପାସ୍ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇବର୍ଷ ଅଧ୍ୟାପନା ପରେ ଭାରତୀୟ ପ୍ରଶାସନ ସେବାରେ ଯୋଗ ଦେଇଥିଲେ । ଓଡ଼ିଆ ସାହିତ୍ୟର ଜଣେ ପ୍ରତିଭାଦୀପ୍ତ ସାହିତ୍ୟିକ ଭାବରେ ସେ କବିତା, ପ୍ରବନ୍ଧ, ଅନୁବାଦ ଓ ସମ୍ପାଦନା କ୍ଷେତ୍ରରେ ନିଜସ୍ୱ ଗାରିମା ସିଦ୍ଧ କରିଛନ୍ତି । ସୀତାକାନ୍ତଙ୍କ ସାରସ୍ୱତ କୃତିଗୁଡ଼ିକ ମଧ୍ୟରେ ରହିଛି ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ସମୁଦ୍ର, ଆରଦୃଶ୍ୟ, ସମୟର ଶେଷନାମ, ପଦଚିହ୍ନ, ଭାରତବର୍ଷ, ସାରାଜୀବନ ଲୋକଟା (କବିତା ସଂକଳନ), ଶବ୍ଦ, ସ୍ୱପ୍ନ ଓ ନିର୍ଭିକତା (ପ୍ରବନ୍ଧ), ଅନେକ ଶରତ (ଭ୍ରମଣ ବୃତ୍ତାନ୍ତ) ଇତ୍ୟାଦି । ""Modernisation of Tribal Societies in Eastern Odisha"" ତାଙ୍କର ଏକ ଉଚ୍ଚକୋଟୀର ଗବେଷଣା ସନ୍ଦର୍ଭ । ତାଙ୍କୁ ମିଳିଥି�ବା ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟରୁ ୧୯୭୧ ଓ ୧୯୮୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ର ସାରଳା ପୁରସ୍କାର, ୧୯୯୩ର ଜ୍ଞାନପୀଠ ପୁରସ୍କାର, ୨୦୧୩ର ସାହିତ୍ୟ ଏକାଡେମୀ ଫେଲୋ, ୨୦୧୫ ସାର୍କ ସାହିତ୍ୟ ପୁରସ୍କାର ଏବଂ ୨୦୧୭ର ଟାଗୋର୍ ଶାନ୍ତି ପୁରସ୍କାର ଉଲ୍ଲେଖ ଯୋଗ୍ୟ । ସେ ଭାରତ ସରକାରଙ୍କ ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ (୨୦୦୩) ଓ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ (୨୦୧୦) ମଧ୍ୟ ପ୍ରାପ୍ତ ହୋଇଛନ୍ତି । ସୀତାକାନ୍ତ ମହାପାତ୍ରଙ୍କ କବିତାରେ ରସମନ୍ତ୍ର ଦ୍ୟୁତି, କାବ୍ୟିକ କଥାତ୍ମକତାର ବ୍ୟାପ୍ତି, ଚମତ୍କାର ଚିତ୍ରକଳ୍ପର ସୁଗୁମ୍ଫନ, ପରମ୍ପରାର ଅପୂର୍ବ ମୂଲ୍ୟାୟନ, ସ୍ୱତନ୍ତ୍ର ଶବ୍ଦକାରିତା ତଥା ତା'ର ସୁଦକ୍ଷ ପ୍ରୟୋଗ ତାଙ୍କୁ ଜଣେ କାଳଜୟୀ ସ୍ରଷ୍ଟାର ମର୍ଯ୍ୟାଦା ପ୍ରଦାନ କରେ ।"

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List