Aparapara

Author:   Ashok Kumar Singha
Publisher:   Black Eagle Books
ISBN:  

9781645601760


Pages:   110
Publication Date:   17 March 2021
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $31.68 Quantity:  
Add to Cart

Share |

Aparapara


Overview

""ଅପରାପର"" କବିତା ରୂପରେ ଏକ ଚେତନା, ଏକ ସ୍ବର, ଶିହରଣ । ଏ ତିନି ସ୍ତରର, ଚାରି ପାଖରେ ଆଖି ଆଗରେ ଘଟୁଥିବା ସ୍ଥୂଳ ବାସ୍ତବତା ତ କେତେବେଳେ ଆଖି କୁ ଦିଶୁ ନ ଥିବା ସୂକ୍ଷ୍ମ ଅବବୋଧ, ଯାହା ଖାଲି ଅନୁଭବ କରି ହୁଏ, କହି ହୁଏ ନାହିଁ । ଆଉ ଗୋଟିଏ ସ୍ତର ହେଲା ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସୁପ୍ତ ଅବସ୍ଥା । ଏ କବିତା ତିନି ସ୍ତରକୁ ଛୁଇଁବାକୁ ଚେଷ୍ଟା କରିଛି । ଏ କେତେବେଳେ ଲୌକିକତା ରେ ଛନ୍ଦା ତ କେତେବେଳେ ଅଲୌକିକତା ରେ ବନ୍ଧା । ପ୍ରତି କବିତା ଲେଖିଲା ବେଳେ ମୁଁ ଅନୁଭବ କରିଛି କିଛି ଅଲୌକିକ ଆଚ୍ଛନ୍ନତା । ""ଅ"" ଗୋଟିଏ ଶକ୍ତିଶାଳୀ ଅକ୍ଷର, ଓଁକାର ର ପ୍ରଥମ ଅକ୍ଷର । ଏ ଅକ୍ଷର କରିପାରେ ଅସମ୍ଭବ କୁ ସମ୍ଭବ ଓ ସମ୍ଭବ କୁ ଅସମ୍ଭବ । ଏ ବହିର ପ୍ରତ୍ୟେକ କବିତା ""ଅ"" କାର ରେ ଆରମ୍ଭ । ଆଶା ଏ ପାଠକଙ୍କୁ ଆଛନ୍ନ କରି ରଖିବ ।

Full Product Details

Author:   Ashok Kumar Singha
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 0.70cm , Length: 21.60cm
Weight:   0.150kg
ISBN:  

9781645601760


ISBN 10:   1645601765
Pages:   110
Publication Date:   17 March 2021
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

କବି ଅଶୋକ ସିଂହ ଓଡିଆ ସାହିତ୍ୟ ରେ ଏକ ବଳିଷ୍ଠ ପ୍ରତିଭା । ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ଆଦୃତ ଏ କବି ୩ ଦଶନ୍ଧି ଧରି ଓଡିଆ ଓ ଇଂରାଜୀ ଦୁଇ ଭାଷାରେ ଲେଖନୀ ଚଳାଇ ଆସିଛନ୍ତି। ତାଙ୍କ କବିତା ଗୁଡିକ ଯୁଗୋପଯୋଗୀ, ସରଳ, ବୋଧଗମ୍ୟ ଓ ଅଯଥା ଶବ୍ଦାଳଙ୍କାର ରହିତ । ଏ କବି ସାଧନା ମଗ୍ନ; ପ୍ରଚାର ସର୍ବସ୍ବ ନୁହନ୍ତି। ଏ ଯାବତ ତାଙ୍କ ଲେଖନୀ ନି ସୃତ ୧୦ ଟି କବିତା ପୁସ୍ତକ ଓଡିଆ ସାହିତ୍ୟ କୁ ସମୃଦ୍ଧ କରିଛି। ତୁମ ପାଇଁ, ନିଜପାଇଁ, ସେମାନଙ୍କ ପାଇଁ, ମୁହଁ ଆଡେଇଲେ ଅନ୍ଧାର, ରକ୍ତ ରାଗ, ନବ କଳେବର, ମା ପାଇଁ ଲୋରି, The Raging Tide and Quiet Shore, ଗୀତା ଦାସର ଗୀତ ଖାତା, ଦୃଶ୍ୟାନ୍ତର (bilingual ) ପାଠକୀୟ ସ୍ବୀକୃତି ଲାଭ କରିଛି । ଅପରାପର ତାଙ୍କର ଏକାଦଶ କବିତା ସଂକଳନ । ଅପରାପର ରେ ଭରି ରହିଛି ଦେହ ଦେହାତୀତ ର ଅନନ୍ୟ ଅନୁଭୂତି, ଚଳନ୍ତି ସମୟର ଆହ୍ବାନ । କବି ଅଶୋକଙ୍କର ପ୍ରେମ-ବିରହ ଦେହଜ ନୁହେଁ। ସେଥିରେ ସେ ଭରି ଦେଇଥାନ୍ତି ଅତୀନ୍ଦ୍ରିୟ ଅନୁଭୂତି ଓ ଜୀବନ ଦର୍ଶନ। ତାଙ୍କ କାବ୍ଯ ଚାତୁରୀ ଓ ସ୍ବର ରେ ହଜି ଯାଏ ପାଠକ, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ଅବବୋଧ । ଏକ ସାହିତ୍ୟିକ ପରିବାରରେ କୋରେଇ ଗ୍ରାମ ରେ ଜନ୍ମ ଡ ଅଶୋକ ଏକ ପ୍ରତିଷ୍ଟିତ ଗବେଷଣା ସଂସ୍ଥା ର ମୁଖ୍ୟ ଓ ଦେଶ ବିଦେଶରେ ନିଜର ଗବେଷଣା ପାଇଁ ସୁପରିଚିତ। କବି ପତ୍ନୀ କୁମୁଦିନୀ ଓ ପୁତ୍ର ପ୍ରଭାତ ସହ କବି ଏବେ ଭୁବନେଶ୍ବର ର ବାସିନ୍ଦା ।

Tab Content 6

Author Website:  

Countries Available

All regions
Latest Reading Guide

April RG 26_2

 

Shopping Cart
Your cart is empty
Shopping cart
Mailing List