Anupama: Odia novel

Author:   Bhagaban Behera
Publisher:   Black Eagle Books
ISBN:  

9781645607014


Pages:   438
Publication Date:   29 May 2025
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $52.80 Quantity:  
Add to Cart

Share |

Anupama: Odia novel


Overview

ଉପନ୍ୟାସ କାହାଣୀର ମୁଖ୍ୟନାୟିକା ଅନୁପମା, ନାୟକ ଅନୁପମ; ଉଭୟଙ୍କ ମଧ୍ୟରେ ଶାଶ୍ୱତ ପ୍ରେମ-ପ୍ରଣୟର ପରିଭାଷା ବହନ କରୁଥିବା ଶୀର୍ଷକ 'ଅନୁପମା' ସତରେ ମୋ' ସ୍ରଷ୍ଟାଜୀବନର ଏକ ଅନୁପମ ସୃଷ୍ଟି! ଆସନ୍ତୁନା, ଅନୁପମାର ଏହି ରହସ୍ୟ- ରୋମାଞ୍ଚଭରା କଥା-କାହାଣୀ ଉପରେ ଥରେ ଆଖି ବୁଲେଇ ଆଣିବା । ବୁଲିଯିବା ସାଗରଦ୍ୱୀପର ସେହି ଲବଙ୍ଗ ବଗିଚା, ଅଳେଇଚ କୁଂଜ, ପରୀମହଲ, ରହସ୍ୟମୟ ରାଣୀହଂସପୁର । ସାଗରର ନୀଳ ଲହରୀରେ ଦୋଳିଖେଳିବା ରାଜହଂସୀର ପିଠିରେ ଝୁଲିଝୁଲି, ଝୁମିଝୁମି । ଚନ୍ଦ୍ରଭାଗାର ଚନ୍ଦ୍ରଉଦିଆ ରାତି ହାତଠାରି ଡାକୁଛି, ଡାକୁଛି ଚିତ୍ରକୋଣ୍ଡାର ଅରଣ୍ୟ ପ୍ରଦେଶରୁ ମରୁଆ ଫୁଲର ମହମହ ମହକ... ନୀଳଜହ୍ନର ଅଭିସାର ଭିତରେ ଭିଜିଭିଜି ହଜିହଜି ଖୋଜିବା ନୀଳରହସ୍ୟକୁ .... ମହୋଦଧିର ମହାସମାଧିରେ ଆହରଣ କରିବା ସେହି ଦିବ୍ୟ ଅଲୌକିକ ଆନନ୍ଦର ଚିନ୍ମୟ ସାନ୍ନିଧ୍ୟ... ସେହି ସବୁଜବନାନୀ, ଧୂସର ଉପତ୍ୟକା, ଯେଉଁଠି ଖାଲି ପ୍ରୀତିର ବନ୍ୟା ବହୁନି; ଝରଝର ଝରି ଯାଉଛି ବାତ୍ସଲ୍ୟର ମଧୁଝରଣା । ପ୍ରଜାପତିର ରଂଗୀନ ଡେଣାରେ ଡେଣାରେ କଉ ରୂପବତୀ ଖାସ୍ ରୂପ ସାଜୁନି, କୋକିଳର କଅଁଳ କୁହୁରେ ବାଜି ଉଠୁନି ମିଳନର ମୋହନ ମୁରଲୀ... ...ଏଠି ଶୃଂଗାର ବି ପାଲଟି ଯାଉଛି ଅଂଗାର ପ୍ରତାରଣାର ଆବରଣ ତଳେ ପ୍ରୀତି ପ୍ରତିଶ୍ରୁତିଟିଏ! ----ଭଗବାନ ବେହେରା

Full Product Details

Author:   Bhagaban Behera
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 2.50cm , Length: 21.60cm
Weight:   0.503kg
ISBN:  

9781645607014


ISBN 10:   1645607011
Pages:   438
Publication Date:   29 May 2025
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.
Language:   Oriya

Table of Contents

Reviews

Author Information

Tab Content 6

Author Website:  

Countries Available

All regions
Latest Reading Guide

SEPRG2025

 

Shopping Cart
Your cart is empty
Shopping cart
Mailing List