|
![]() |
|||
|
||||
Overviewସଂସ୍କୃତ ବାଙ୍]ମୟ ଜଗତର କାଳଜୟୀ ପ୍ରତିଭା ହେଉଛନ୍ତି କବିରାଜ ଶ୍ରୀଜୟଦେବ । ଶ୍ରୀଗତଗୋବିନ୍ଦ ଗ୍ରନ୍ଥକୁ ପ୍ରଫେସର ମହାପାତ୍ର ସମ୍ପାଦନା ଓ ଆଲୋଚନା କରିଛନ୍ତି । ପ୍ରଫେସର ମହାପାତ୍ର ପ୍ରତିପାଦନ କରିଛନ୍ତି ଯେ ଶ୍ରୀଗୀତଗୋବିନ୍ଦରେ ଭକ୍ତିଭାବନା, ଶୃଙ୍ଗାରୀଚେତନା, ଭାବ ଓ ଆବେଗର ସମନ୍ୱୟ, ଗୀତିମୟତା, ନାଟକୀୟତା କାନ୍ତ କୋମଳ ପଦାବଳୀର ପ୍ରୟୋଗ ଏହାକୁ କାଳଜୟୀ କରିପାରିଛି । 'ଅନନ୍ୟ ମହାକାବ୍ୟ ଶ୍ରୀଗୀତଗୋବିନ୍ଦ' ଗ୍ରନ୍ଥଟିର ପାଠକୀୟ ଆଦୃତି ଆଶା କରାଯାଏ । Full Product DetailsAuthor: Premananda MohapatraPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 1.10cm , Length: 21.60cm Weight: 0.254kg ISBN: 9781645604389ISBN 10: 1645604381 Pages: 194 Publication Date: 18 August 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationପ୍ରଫେସର ପ୍ରେମାନନ୍ଦ ମହାପାତ୍ର ସାଂପ୍ରତିକ ସମୟର ଜଣେ ପ୍ରତିଭାବାନ୍ ସାରସ୍ୱତ ଗବେଷକ, ସମାଲୋଚକ ଓ ସୁବକ୍ତା । ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ପ୍ରଫେସର ମହାପାତ୍ର କୃତିତ୍ୱର ସହ ଅଧ୍ୟାପନା କରିଆସିଛନ୍ତି । ରେଭେନ୍]ଶା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ, ଅନୁଗୁଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଭୁବନେଶ୍ୱରସ୍ଥିତ ବି.ଜେ.ବି. ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗରେ ପ୍ରଫେସର ମହାପାତ୍ର ବିଭାଗ ମୁଖ୍ୟ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ମହାପାତ୍ରଙ୍କର ଅଦ୍ୟାବଧି ଅନେକ ସମାଲୋଚନା ପୁସ୍ତକ ପ୍ରକାଶିତ । ଡକ୍ଟର ମହାପାତ୍ର ଓଡ଼ିଶା ଲୋକ ସେବକ ମଣ୍ଡଳଙ୍କ ଆନୁକୂଲ୍ୟରେ 'ଗୁରୁ ଗୌରବ' ଉପାଧିପ୍ରାପ୍ତ । Tab Content 6Author Website:Countries AvailableAll regions |