|
![]() |
|||
|
||||
Overviewମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ 'ଆମ୍ରପଲ୍ଲୀ' । ଏହା ପୂର୍ବରୁ ତାଙ୍କର 'ଗୋଟେ ଗାଉଁଲି ଝିଅର କଥା' ଏବଂ 'ଦେଖାହେଲେ କହିବି' କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗରବଧୂରେ ପରିବର୍ତ୍ତିତ ହେବାର ଅସହାୟତା, ଗଣିକା ଭାବେ ନିଜ ଦେହକୁ ପଳପଳ କରି ବାଣ୍ଟିଦେବାର ବ୍ୟଥା ଓ ବେଦନା, ସର୍ବୋପରି ସାଂସାରିକ ମୋହମାୟାର କ୍ଷଣଭଙ୍ଗୁରତାକୁ ଉପଲବ୍ଧି କରି ମହାନ କାରୁଣିକ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେବାର ଆଗ୍ରହ ଓ ସମର୍ପଣର ଗାଥା ବହନ କରେ 'ଆମ୍ରପଲ୍ଲୀ' । ସମ୍ପ୍ରତି କବୟିତ୍ରୀ ଡଃ କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ । Full Product DetailsAuthor: Sasmita Kar , Sukriti KarPublisher: Black Eagle Books Imprint: Black Eagle Books Dimensions: Width: 14.00cm , Height: 0.70cm , Length: 21.60cm Weight: 0.145kg ISBN: 9781645604198ISBN 10: 1645604195 Pages: 108 Publication Date: 11 August 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor Informationମୁଁ ପୁଣି ଫେରିବି / ଧୂସରିତ ପୃଥିବୀ ବକ୍ଷରେ / ଛନଛନ ଘାସ ଫୁଲ / ଗୋଧୂଳିର ଚଢ଼େଇ ଗୀତରେ / ଜୁକୁଜୁକୁ ତରାଟିଏ ହେଇ / ଉଆଁସିଆ ଅନ୍ଧାର ରାତିରେ । ଏମିତି କୋମଳ ଶବ୍ଦ ପ୍ରାଚୁର୍ଯ୍ୟ ଏବଂ ସମ୍ଭାବନାକୁ ନେଇ ପରିପୁଷ୍ଟ କବି ଡଃ ସସ୍ମିତା କରଙ୍କ ସଂକଳନ 'ଆମ୍ରପଲ୍ଲୀ' । ଏହା ପୂର୍ବରୁ ତାଙ୍କର 'ଗୋଟେ ଗାଉଁଲି ଝିଅର କଥା' ଏବଂ 'ଦେଖାହେଲେ କହିବି' କବିତା ସଂକଳନ ପ୍ରକାଶିତ । ବୌଦ୍ଧଯୁଗୀୟ ବୈଶାଳୀ ଗଣରାଜ୍ୟର ରାଜନର୍ତ୍ତକୀ ଆମ୍ରପଲ୍ଲୀର ଅପରୂପ ସୌନ୍ଦର୍ଯ୍ୟ, ତାର ନଗରବଧୂରେ ପରିବର୍ତ୍ତିତ ହେବାର ଅସହାୟତା, ଗଣିକା ଭାବେ ନିଜ ଦେହକୁ ପଳପଳ କରି ବାଣ୍ଟିଦେବାର ବ୍ୟଥା ଓ ବେଦନା, ସର୍ବୋପରି ସାଂସାରିକ ମୋହମାୟାର କ୍ଷଣଭଙ୍ଗୁରତାକୁ ଉପଲବ୍ଧି କରି ମହାନ କାରୁଣିକ ତଥାଗତ ବୁଦ୍ଧଙ୍କ ଶରଣାପନ୍ନ ହେବାର ଆଗ୍ରହ ଓ ସମର୍ପଣର ଗାଥା ବହନ କରେ 'ଆମ୍ରପଲ୍ଲୀ' । ସମ୍ପ୍ରତି କବୟିତ୍ରୀ ଡଃ କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଶିକ୍ଷା ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ । Tab Content 6Author Website:Countries AvailableAll regions |