Agantunkanka Desha America

Author:   Debi Prasanna Nanda
Publisher:   Black Eagle Books
ISBN:  

9781645604730


Pages:   246
Publication Date:   14 November 2023
Format:   Paperback
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Our Price $47.52 Quantity:  
Add to Cart

Share |

Agantunkanka Desha America


Add your own review!

Overview

Full Product Details

Author:   Debi Prasanna Nanda
Publisher:   Black Eagle Books
Imprint:   Black Eagle Books
Dimensions:   Width: 14.00cm , Height: 1.40cm , Length: 21.60cm
Weight:   0.318kg
ISBN:  

9781645604730


ISBN 10:   164560473
Pages:   246
Publication Date:   14 November 2023
Audience:   General/trade ,  General
Format:   Paperback
Publisher's Status:   Active
Availability:   Available To Order   Availability explained
We have confirmation that this item is in stock with the supplier. It will be ordered in for you and dispatched immediately.

Table of Contents

Reviews

Author Information

ଦେବୀ ପ୍ରସନ୍ନ ନନ୍ଦ (୧୯୫୭)ଙ୍କ ଜନ୍ମ ପୁରୀ ସହରରେ । ହସ୍ତଶିଳ୍ପ ତାଙ୍କର ବୃତ୍ତି ଏବଂ କଳା, ସାହିତ୍ୟ, ଐତିହ୍ୟ, ସଂସ୍କୃତି ତାଙ୍କର ପ୍ରବୃତ୍ତି । ଓଡ଼ିଶାର ପାରମ୍ପରିକ ଚାନ୍ଦୁଆ ଶିଳ୍ପର ଉତ୍ପତ୍ତି ତଥା ବିବର୍ତ୍ତନ ବିଷୟଭିତ୍ତିକ ଏକ ପୁସ୍ତକ 'ତୁରୁପା ଚିକ୍କଣ ଚାତୁରୀ' (୨୦୧୦)ରେ ପ୍ରକାଶ ପାଇଛି । 'ଶ୍ରୀମନ୍ଦିର ଶିଳ୍ପସେବା' (୨୦୧୭) ଶୀର୍ଷକ ଅନ୍ୟ ଏକ ପୁସ୍ତକ ତଥା ପୁରୀ ସଂସ୍କୃତିକୁ ଭିତ୍ତି କରି ଏକ ଉପନ୍ୟାସ 'ଏକବର୍ତ୍ତୀ' (୨୦୨୧) ପ୍ରକାଶିତ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ତ ସି.ସି.ଆର୍].ଟି. କର୍ତ୍ତୃପକ୍ଷଙ୍କଠାରୁ ସିନିୟର ଫେଲୋସିଫ ପାଇ 'ପ୍ରାଚୀନ ତାଳପତ୍ର ଚିତ୍ରପୋଥିର ଲିପି ଓ ଚିତ୍ରଣ କ୍ଷେତ୍ରର ବିକାଶ ତଥା ବିବର୍ତ୍ତନ' ବିଷୟରେ ୨୦୧୭-୧୮ରେ ଏକ ଗବେଷଣାତ୍ମକ ସନ୍ଦର୍ଭ ଲେଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କ ଦ୍ୱାରା ଲିଖିତ କଳା-ସ୍ଥାପତ୍ୟ ବିଷୟକ ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ଅଧୁନା 'ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର, ଭୁବନେଶ୍ୱର' ଆନୁକୂଲ୍ୟରେ ଓଡ଼ିଶାର ଶିଳ୍ପ-ସ୍ଥାପତ୍ୟ ସମ୍ବନ୍ଧୀୟ ଶବ୍ଦାବଳୀ ପ୍ରସ୍ତୁତିରେ କାର୍ଯ୍ୟରତ । ପୁରୀ ସଂସ୍କୃତିର ପ୍ରଚ୍ଛଦରେ ତାଙ୍କ କଲମ ନିଃସୃତ କେତେଗୋଟି ଗଳ୍ପର ଏକ ସଂକଳନ ପ୍ରକାଶନ ଅପେକ୍ଷାରେ ।

Tab Content 6

Author Website:  

Customer Reviews

Recent Reviews

No review item found!

Add your own review!

Countries Available

All regions
Latest Reading Guide

MRG2025CC

 

Shopping Cart
Your cart is empty
Shopping cart
Mailing List