|
![]() |
|||
|
||||
OverviewAbout the Book- ତାଙ୍କର 'ବିବିଧବର୍ଣ୍ଣା' ସମାଲୋଚନା ପୁସ୍ତକଟି ଓଡ଼ିଆ ସାହିତ୍ୟର ବିବିଧ ଦିଗକୁ ନେଇ ସଂକଳିତ ସାତଟି ଆଲୋଚନାରେ ପରିପୁଷ୍ଟ। ଏହି ପ୍ରବନ୍ଧ ସବୁ ତାଙ୍କ ତରୁଣ ସମୟର ଲେଖା ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ଥିବା ତାଙ୍କର ଗଭୀର ପ୍ରବେଶ ଓ ଦୃଷ୍ଟିକୋଣ ଏହି ସବୁ ନିବନ୍ଧରେ ପ୍ରକାଶ ଲାଭ କରିଛି। ମୋର ଗଭୀର ବିଶ୍ୱାସ ଉକ୍ତ ପୁସ୍ତକଟି ଗବେଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଦୃତ ହେବ। Full Product DetailsAuthor: Bikesh SahuPublisher: StoryMirror Infotech Private Limited Imprint: StoryMirror Infotech Private Limited Dimensions: Width: 14.00cm , Height: 0.60cm , Length: 21.60cm Weight: 0.132kg ISBN: 9788119445202ISBN 10: 8119445201 Pages: 96 Publication Date: 19 July 2023 Audience: General/trade , General Format: Paperback Publisher's Status: Active Availability: Available To Order ![]() We have confirmation that this item is in stock with the supplier. It will be ordered in for you and dispatched immediately. Table of ContentsReviewsAuthor InformationAbout the Author: - ବିକେଶ ସାହୁ ସମକାଳର ଯୁବ ଆଲୋଚକମାନଙ୍କ ମଧ୍ୟରେ ଏକ ପରିଚିତ ନାମ। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓଡ଼ିଆରେ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହେବା ସହ 'ପ୍ରସ୍ତାପସିନ୍ଧୁ ପାଠ-ଆଧାରିତ ସମ୍ପାଦନା' ଶୀର୍ଷକ ଗବେଷଣା ନିବନ୍ଧ ପ୍ରସ୍ତୁତ କରି କଳାଭୂଷଣ ଉପାଧି ଲାଭ କରିଛନ୍ତି। ସମକାଳୀନ ଅଗ୍ରଣୀ ସମାଲୋଚନାଧର୍ମୀ ପତ୍ରପତ୍ରିକାରେ ତାଙ୍କ ଅନେକ ଗବେଷଣା ନିବନ୍ଧ ପ୍ରକାଶିତ। ବର୍ତ୍ତମାନ ସେ ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟରତ। Tab Content 6Author Website:Countries AvailableAll regions |